ETV Bharat / state

ରସୁଲପୁରରେ ପୋଲିସ ଓ ସ୍ଥାନୀୟ ସାମ୍ବାଦିକଙ୍କୁ କୋରୋନା ଯୋଦ୍ଧାଭାବେ ସମ୍ବର୍ଦ୍ଧନା

ଯାଜପୁର ଜିଲ୍ଳା କୁଆଖିଆ ଥାନାର ପୋଲିସ ଓ ସ୍ଥାନୀୟ ସାମ୍ବାଦିକମାନଙ୍କୁ କୋରୋନା ଯୋଦ୍ଧାଭାବେ ସମ୍ବର୍ଦ୍ଧିତ କରାଯାଇଛି ।

author img

By

Published : May 19, 2020, 4:27 PM IST

Updated : May 19, 2020, 8:42 PM IST

ରସୁଲପୁରରେ ପୋଲିସ ଓ ସ୍ଥାନୀୟ ସାମ୍ବାଦିକଙ୍କୁ କୋରୋନା ଯୋଦ୍ଧାଭାବେ ସମ୍ବର୍ଦ୍ଧନା
ରସୁଲପୁରରେ ପୋଲିସ ଓ ସ୍ଥାନୀୟ ସାମ୍ବାଦିକଙ୍କୁ କୋରୋନା ଯୋଦ୍ଧାଭାବେ ସମ୍ବର୍ଦ୍ଧନା

ଯାଜପୁର: କୋରୋନା ସମୟରେ ଦିନରାତି ଏକାଠି କରି ଲୋକଙ୍କ ପାଇଁ ଲଢୁଥିବା ଯାଜପୁର ଜିଲ୍ଳା କୁଆଖିଆ ଥାନାର ପୋଲିସ ଓ ସ୍ଥାନୀୟ ସାମ୍ବାଦିକମାନଙ୍କୁ କୋରୋନା ଯୋଦ୍ଧାଭାବେ ସମ୍ବର୍ଦ୍ଧିତ କରାଯାଇଛି । ରସୁଲପୁର ବ୍ଲକ ହରିପୁର ଜଗନ୍ନାଥ ମନ୍ଦିର କମିଟି ସଦସ୍ୟଙ୍କ ପକ୍ଷରୁ ପୋଲିସ ଓ ସାମ୍ବାଦିକଙ୍କୁ ଫୁଲ,ଚନ୍ଦନ ଦେଇ ଦୀପରେ ବନ୍ଦାପନା କରିବା ସହ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହାପରେ ପୁଲିସ ଗାଁରେ ବୁଲି ଲୋକଙ୍କୁ ମାସ୍କ ବାଣ୍ଟିଥିବା ବେଳେ ମହିଳାମାନେ ପୋଲିସକୁ ଫୁଲ,ଚନ୍ଦନ ଦେଇ ସ୍ବାଗତ ଜଣାଇଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଦାସ, ଇଟିଭି ଭାରତ

Last Updated : May 19, 2020, 8:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.