ETV Bharat / state

ଲାଞ୍ଚ ନାହିଁ ତ ଲୋନ ନାହିଁ !

ଯାଜପୁର ମଙ୍ଗଳପୁର ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ଏବଂ ପରିଚାଳନା କର୍ମଚାରୀଙ୍କ ବିରୁଦ୍ଧରେ ଆସିଛି ଲାଞ୍ଚ ନେବା ଅଭିଯୋଗ ।

author img

By

Published : Jul 1, 2019, 7:36 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: କୃଷି ସମବାୟ ସମିତିରେ ପିସି କାରବାର ଅଭିଯୋଗ । ଯାଜପୁର ମଙ୍ଗଳପୁର ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ଏବଂ ପରିଚାଳନା କର୍ମଚାରୀଙ୍କ ନାମରେ ଆସିଛି ଏଭଳି ଅଭିଯୋଗ । ଆଉ ଏଭଳି ଅଭିଯୋଗ ଆଣିଛନ୍ତି ସେଠାକାର କିଛି ଚାଷୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଟଙ୍କା ନାହିଁ ତ ଲୋନ ନାହିଁ । ଏପରିକି ବିନା ଲାଞ୍ଚରେ କୌଣସି ଚାଷୀଙ୍କୁ ଋଣ ପ୍ରଦାନ କରାଯାଏ ନାହିଁ ବୋଲି ଅଭିଯୋଗ ମଧ୍ୟ କରିଛନ୍ତ ଚାଷୀ । ଏପରିକି ବର୍ତମାନ ସଭାପତି ପଦରେ ଥିବା ଅଧାରଚନ୍ଦ୍ର ଧଳଙ୍କ ନାମରେ ମଧ୍ୟ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ପାଖରେ ଏସମ୍ପର୍କରେ ଲିଖିତ ସୂଚନା ପ୍ରଦାନ କରିଛନ୍ତି କିଛି ଚାଷୀ ।

ଅନେକ ସମୟରେ ୨-୩ ଗୁଣ୍ଠ ଜମି ଥିବା ଚାଷୀଙ୍କୁ ମୋଟା ଅଙ୍କର ପିସି ନେଇ ଲକ୍ଷ ଲକ୍ଷ ଟଙ୍କାର ଋଣ ଦିଆଯାଇଛି ସେସମ୍ପର୍କରେ ମଧ୍ୟ ଚାଷୀମାନେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଏସମ୍ପର୍କରେ ଖବର ପାଇବା ପରେ ତଦନ୍ତ ଆରମ୍ଭ କରିଛନ୍ତି ଉପରିସ୍ଥ ଅଧିକାରୀ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.