ETV Bharat / state

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଷୀ ଜାଗରଣ ସମାବେଶ

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଷୀ ଜାଗରଣ ସମାବେଶ । ଯାଜପୁର ଜିଲା ସିଂହପୁର କାଳିପଡିଆ ଠାରେ ଆୟୋଜିତ ହୋଇଛି ଏହି ସମାବେଶ । ଅଧିକ ପଢନ୍ତୁ...

farmer awarness programee held in jajpur
ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଷୀ ଜାଗରଣ ସମାବେଶ
author img

By

Published : Jan 30, 2020, 2:36 PM IST

ଯାଜପୁର: ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏକ ଚାଷୀ ଜାଗରଣ ସମାବେଶ । ଯାଜପୁର ଜିଲା ସିଂହପୁର କାଳିପଡିଆ ଠାରେ ଚାଷୀ ଜାଗରଣ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୃଷକ ନେତା ଶେଷଦେବ ନନ୍ଦ, ନିମାଇଁ ରାୟ ଏବଂ ଦୂର୍ଗାପ୍ରସାଦ ଦାସ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାର କାଳିଆ ଯୋଜନା ପାଇଁ ଚାଷୀଙ୍କୁ ଦେଇଥିବା ପ୍ରତିଶୃତିକୁ ପୂରଣ କରିନଥିବା କହିଥିଲେ ।

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଷୀ ଜାଗରଣ ସମାବେଶ

ଏହାର ପ୍ରତିବାଦରେ ସାରା ରାଜ୍ୟରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ଆଗାମୀ ୨୬ ତାରିଖରେ ବରୁହାଁ ଠାରେ ଜିଲାସ୍ତରୀୟ ଚାଷୀ ସମ୍ମିଳନୀରେ ଏହାର ଦୃଢ ପ୍ରତିବାଦ କରାଯିବାକୁ ନିଷ୍ପତ୍ତି ହୋଇଛି । ଯେଉଁଥିରେ ପ୍ରତିଗାଁରୁ ଜଣେ ଲେଖାଏଁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଜିଲାସ୍ତରୀୟ ସମ୍ମିଳନୀକୁ ସଫଳ କରିବାକୁ ସଂଗଠନ ପକ୍ଷରୁ ନିବେଦନ କରାଯାଇଛି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

Intro:ସ୍ଥାନ:ଯାଜପୁର                             ଭିଜୁଆଲ : ଚାଷି ସମାବେଶ
ତାରିଖ:୩୦.୦୧.୨୦୨୦                  
କ୍ୟାମେରା/ରିପୋର୍ଟ:gyanaranjan ojha
ପଂର୍ମାଟ: ଏଭିଓ
ସ୍ଲଗ: ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏକ ଚାଷୀ ଜାଗରଣ ସମାବେଶ ।
ଆଙ୍କର:
ଯାଜପୁର ଜିଲା ସିଂହପୁର କାଳିପଡିଆ ଠାରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏକ ଚାଷୀ ଜାଗରଣ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୃଷକ ନେତା ଶେଷଦେବ ନନ୍ଦ,ନିମାଇଁ ରାୟ ଏବଂ ଦୂର୍ଗାପ୍ରସାଦ ଦାସ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାର କାଳିଆ ଯୋଜନା ପାଇଁ ଚାଷୀଙ୍କୁ ଦେଇଥିବା ପ୍ରତିଶୃତିକୁ ପୁରଣ କରିନଥିବା କହିଥିଲେ । ଏହାର ପ୍ରତିବାଦରେ ସାରା ରାଜ୍ୟରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ଆଗାମୀ ୨୬ ତାରିଖରେ ବରୁହାଁ ଠାରେ ଜିଲାସ୍ତରୀୟ ଚାଷୀ ସମ୍ମିଳନୀ ରେ ଏହାର ଦୃଢ଼ ପ୍ରତିବାଦ କରାଯିବାକୁ ନିଷ୍ପତି ହୋଇଛି । ଯେଉଁଥିରେ ପ୍ରତିଗାଁରୁ ଜଣେ ଲେଖାଏଁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଜିଲାସ୍ତରୀୟ ସମ୍ମିଳନୀକୁ ସପଂଳ କରିବାକୁ ସଂଗଠନ ପକ୍ଷରୁ ନିବେଦନ କରାଯାଇଛି ।
Body:newsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.