ETV Bharat / state

ଯାଜପୁରରେ ଭିନ୍ନକ୍ଷମ ଅଧିକାର ସଂପର୍କରେ ବୈଠକ - ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ସୁଲୋଚନା ଦାସ

ଯାଜପୁର ଜିଲ୍ଲାରେ ଭିନ୍ନକ୍ଷମ ଅଧିକାର ସଂପର୍କରେ ବୈଠକ । ଭିନ୍ନକ୍ଷମ ମାନେ ସମାଜର ଅଲୋଡା ନୁହେଁ ବରଂ ସାଧାରଣ ଲୋକଙ୍କ ଭଳି ତାଙ୍କର ମଧ୍ୟ ସମାନ ଅଧିକାର ରହିଛି ବୋଲି ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ କହିଛନ୍ତି ।

dibyangana-rights-meeting-held-at-jajpur-state-disabled-president-sulachana-das-attend
ଯାଜପୁରରେ ଭିନ୍ନକ୍ଷମ ଅଧିକାର ସଂପର୍କରେ ବୈଠକ
author img

By

Published : Jan 17, 2020, 10:24 AM IST

ଯାଜପୁର: ଭିନ୍ନକ୍ଷମ ଅଧିକାର ସଂପର୍କରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଜିଲା ସଂସ୍କୃତି ଭବନ ପରିସରରେ ସେମାନଙ୍କୁ ମିଳିବାକୁ ଥିବା ବିଭିନ୍ନ ଯୋଜନା ସଂପର୍କରେ ଏକ ବୈଠକରେ ଆଲୋଚନା କରାଯାଇଛି ।

ଯାଜପୁରରେ ଭିନ୍ନକ୍ଷମ ଅଧିକାର ସଂପର୍କରେ ବୈଠକ

ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭିନ୍ନକ୍ଷମ ମାନେ ସମାଜର ଅଲୋଡା ନୁହେଁ ବରଂ ସାଧାରଣ ଲୋକଙ୍କ ଭଳି ତାଙ୍କର ମଧ୍ୟ ସମାନ ଅଧିକାର ରହିଛି ବୋଲି ମତ ଦେଇଥିଲେ । ଭିନ୍ନକ୍ଷମ ମାନଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରିବା ପାଇଁ ରହିଥିବା ଆଇନକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ଯାଜପୁର ଜିଲାପାଳ ରଂଜନ କୁମାର ଦାସ ମଧ୍ୟ ଯୋଗ ଦେଇ ଭିନ୍ନକ୍ଷମ ମାନଙ୍କ ଥଇଥାନ ପାଇଁ ଜିଲାରେ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ବୋଲି ସୂଚନା ଦେଇଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:ସ୍ଥାନ: ଯାଜପୁର                                                                ଭିଜୁଆଲ: ଡିଜାବଲ ରିଭ୍ୱୁ
ତାରିଖ: ୧୭.୦୧.୨୦୨୦
ରିପୋର୍ଟ:GYANARANJAN OJHA
ପଂର୍ମାଟ୍: ଏଭିଓ
ସ୍ଲଗ: ଭିନ୍ନକ୍ଷମ ଅଧିକାର ସଂପର୍କରେ ଏକ ସମୀକ୍ଷା ବୈଠକ
ଆଙ୍କର
ଯାଜପୁର ଜିଲା ସଂସ୍କୃତି ଭବନ ପରିସରରେ ଭିନ୍ନକ୍ଷମ ଅଧିକାର ଏବଂ ସେମାନଙ୍କୁ ମିଳିିବାକୁ ଥିବା ବିଭିନ୍ନ ଯୋଜନା ସଂପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭିନ୍ନକ୍ଷମ ମାନେ ସମାଜର ଅଲୋଡା ନୁହେଁ ବରଂ ସାଧାରଣ ଲୋକଙ୍କ ଭଳି ତାଙ୍କର ମଧ୍ୟ ସମାନ ଅଧିକାର ରହିଛି ବୋଲି ମତ ଦେଇଥିଲେ । ଭିନ୍ନକ୍ଷମ ମାନଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରିବା ପାଇଁ ରହିଥିବା ଆଇନକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ । ଏହି ଅବସରରେ ଯାଜପୁର ଜିଲାପାଳ ରଂଜନ କୁମାର ଦାସ ମଧ୍ୟ ଯୋଗ ଦେଇ ଭିନ୍ନକ୍ଷମ ମାନଙ୍କ ଥଇଥାନ ପାଇଁ ଜିଲାରେ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ବୋଲି ସୂଚନା ଦେଇଥିଲେ ।
Body:NEWSConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.