ETV Bharat / state

ଆୟୁଷ୍ମାନ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିବାକୁ ଦାବି - chetna ladies club

ରାଜ୍ୟରେ ଆୟୁଷ୍ମାନ ଯୋଜନା ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିବାକୁ ଚେତନା ଲେଡିଜ କ୍ଲବ ଦାବି କରିଥିବା ବେଳେ ସୋମବାର କ୍ଲବ ପକ୍ଷରୁ  କଳିଙ୍ଗନଗର ଭୂ ଅର୍ଜନ ଅଧିକାରୀ ସପନ ନନ୍ଦଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଯାଜପୁର
author img

By

Published : Aug 26, 2019, 7:32 PM IST

Updated : Aug 26, 2019, 9:25 PM IST

ଯାଜପୁର: ରାଜ୍ୟରେ ଆୟୁଷ୍ମାନ ଯୋଜନା ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିବାକୁ ଦାବି କରିଛି ଚେତନା ଲେଡିଜ କ୍ଲବ । ଏନେଇ ସୋମବାର ଚେତନା ଲେଡିଜ କ୍ଲବ ପକ୍ଷରୁ କଳିଙ୍ଗନଗର ଭୂ ଅର୍ଜନ ଅଧିକାରୀ ସପନ ନନ୍ଦଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଯାଜପୁର

ତେବେ ସୋମବାର କ୍ଲବର ଶତାଧିକ ସଦସ୍ୟା ଏକତ୍ରିତ ହୋଇ ବ୍ୟାସନଗର ସହର ପରିକ୍ରମା କରିବା ପରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ । ଏହାସହ ଆୟୁଷ୍ମାନ ଯୋଜନା ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ଠିକ୍ ଭାବେ କାର୍ଯ୍ୟକାରୀ କଲେ ପ୍ରତ୍ୟେକ ନାଗରିକ ଏହାର ସୁଫଳ ପାଇବେ ବୋଲି ଲେଡିଜ କ୍ଲବ ପକ୍ଷରୁ ଦାବି କରାଯାଇଥିଲା l

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:slug-demand
format-avb
reporter-Gyanaranjan ojha
place-jajpur
date-26.08.19
anchor---ରାଜ୍ୟରେ ଆୟୁଷ୍ମାନ ଯୋଜନା ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିବା ଦାବୀରେ ଦାବି ପତ୍ର ।ଚେତନା ଲେଡିଜ କ୍ଲବ ପକ୍ଷରୁ ଯାଜପୁର କଳିଙ୍ଗନଗର ଭୂ ଅର୍ଜନ ଅଧିକାରୀ ସପନ ନନ୍ଦ ଙ୍କୁ ଏହି ଦାବି ପତ୍ର ପ୍ରଦାନ କରାଯାଇଛି । କ୍ଲବର ଶତାଧିକ ସଦସ୍ୟା ଏକତ୍ରିତ ହୋଇ ବ୍ୟାସନଗର ସହର ପରିକ୍ରମା କରିବା ପରେ କଳିଙ୍ଗନଗର ଅତିରିିକ୍ତ ଜିଲାପାଳଙ୍କ ଅପିଂସ ନିକଟରେ ପହଂଚିଥିଲେ । ଏହି ଦୁଇଟି ଯୋଜନାକୁ ଠିକ୍ ଭାବେ କାର୍ଯ୍ୟକାରି କଲେ ପ୍ରତ୍ୟେକ ନାଗରିକ ଏହାର ସୁପଂଳ ପାଇବେ ବୋଲି ଲେଡିଜ କ୍ଲବ ପକ୍ଷରୁ ଦାବି କରାଯାଇଥିଲା l
Bite-୧-ଅନିନ୍ଦିତା ଦାସ,ଚେତନା ଲେଡିଜ କ୍ଲବ
Bite-୨-ସବିତା ଖୁଣ୍ଟିଆ, ଚେତନା ଲେଡିଜ କ୍ଲବ ସଭାପତି
Bite-୩-ସପନ କୁମାର ନନ୍ଦ, ଅତିରିକ୍ତ ଜିଲ୍ଲାପାଳ ଅଫିସର ବରିଷ୍ଠ ଅଧିକାରୀ

Body:NewsConclusion:
Last Updated : Aug 26, 2019, 9:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.