ETV Bharat / state

Panchayat Poll: ନିଜ ସଫଳତା ନେଇ ଦୃଢୋକ୍ତି ପ୍ରକାଶ କଲେ କଂଗ୍ରେସ ପ୍ରାର୍ଥୀ

ରାଜ୍ୟ ସରକାରଙ୍କ ଅସଫଳ ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ କଂଗ୍ରେସ ଏଥର ନିଶ୍ଚିତ ରୂପେ ଉଭୟ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ସଫଳତା ଅର୍ଜନ କରିବ ବୋଲି ଯୁକ୍ତି ବାଢିଛନ୍ତି କଂଗ୍ରେସ ନେତ୍ରୀ ବନ୍ଦିତା ପରିଡା । ଅଧିକ ପଢନ୍ତୁ

Panchayat Poll: ନିଜ ସଫଳତାକୁ ନେଇ ଦୃଢୋକ୍ତି ପ୍ରକାଶ କଲା କଂଗ୍ରେସ

author img

By

Published : Feb 2, 2022, 7:57 PM IST

ଯାଜପୁର: ପୌର ନିର୍ବାଚନକୁ ନେଇ ବ୍ୟାସନଗର ନଟପଡା ସ୍ଥିତ କଂଗ୍ରେସ କାର୍ଯ୍ୟଳୟରେ ପତିକ୍ରିୟା ଦେଲେ ରାଜ୍ୟ ମହିଳା ସଭନେତ୍ରୀ ବନ୍ଦିତା ପରିଡା । ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ନିର୍ବାଚନୀ ପ୍ରକ୍ରିୟା । ବିଭିନ୍ନ ପୌରପାଳିକାର ଅଧ୍ୟକ୍ଷ ଅଧ୍ୟକ୍ଷା ଏବଂ ୱାର୍ଡ କାଉନସିଲର ପାଇଁ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ଘୋଷଣା ହୋଇଛି । ଗୋଟିଏ ପଟେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ପ୍ରଚାର ଚାଲିଥିବା ବେଳେ ଅନ୍ୟପଟେ ମୁଣ୍ଡ ଉପରେ ପୌର ନିର୍ବାଚନ । ଏଥିପାଇଁ ସଂରକ୍ଷଣ ବ୍ୟବସ୍ଥାକୁ ଆଧାର କରି ବିଭିନ୍ନ ରାଜନୈତିକ ଦଳ ମାନେ ନିଜ ନିଜର ପ୍ରାର୍ଥୀ ଚୟନ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଦେଲେଣି ।

Panchayat Poll: ନିଜ ସଫଳତାକୁ ନେଇ ଦୃଢୋକ୍ତି ପ୍ରକାଶ କଲା କଂଗ୍ରେସ

ଯାଜପୁର ଜିଲ୍ଲାରେ ଯାଜପୁର ଏବଂ ବ୍ୟାସନଗର ଦୁଇଟି ପୌରପାଳିକା ଅନ୍ତର୍ଭୁକ୍ତ ଥିବା ବେଳେ ଦଳୀୟ ପ୍ରସ୍ତୁତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ, କଂଗ୍ରେସର କୋରାଇ ବିଧାୟିକା ପ୍ରାର୍ଥୀ ତଥା ବ୍ୟାସନଗର ପୌରପାଳିକାର ପୂର୍ବତନ ପୌରାଧ୍ୟକ୍ଷା ବନ୍ଦିତା ପରିଡା । ରାଜ୍ୟ ସରକାରଙ୍କ ଅସଫଳ ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ କଂଗ୍ରେସ ଏଥର ନିଶ୍ଚିତ ରୂପେ ଉଭୟ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ସଫଳତା ଅର୍ଜନ କରିବ ବୋଲି ଯୁକ୍ତି ବାଢିଛନ୍ତି କଂଗ୍ରେସ ନେତ୍ରୀ ବନ୍ଦିତା ପରିଡା । ତେବେ ପୌର ନିର୍ବାଚନ ପାଇଁ ମଧ୍ୟ ଦଳ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସେ କହିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.