ETV Bharat / state

କୋଇଲା ବୋଝେଇ ଟ୍ରକ ଜବତ, 4 ଗିରଫ - କୋଇଲା ବୋଝେଇ ଟ୍ରକ ଜବତ

ଯାଜପୁରରୁ କୋଇଲା ବୋଝେଇ ଟ୍ରକ ଜବତ, 4 ଗିରଫ । ଧାମରାରୁ ଆସୁଥିବା ମୂଲ୍ୟବାନ କୋଇଲା ଟ୍ରେନ ଯୋଗେ ରାଜ୍ୟର ବିଭିନ୍ନ ସ୍ଥାନକୁ କୋଇଲା ପରିବହନ ହେଉଥିବା ସମୟରେ ଅଭିନବ ଉପାୟରେ ଏହି ଗ୍ୟାଙ୍ଗ କରିଥାନ୍ତି ଚୋରି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ଯାଜପୁର
author img

By

Published : Jul 25, 2019, 6:57 PM IST

ଯାଜପୁର: କୟାଁଗୋଲା ନିକଟରୁ ଏକ କୋଇଲା ଗୁଣ୍ଡ ବୋଝେଇ ଟ୍ରକ ଜବତ, 4 ମାଫିଆଙ୍କୁ ଗିରଫ କରିଛି ଆରପିଏଫ କ୍ରାଇମବ୍ରାଞ୍ଚ । ଟ୍ରେନରେ କୋଇଲା ପରିବହନ ହେଉଥିବା ବେଳେ ଏହାକୁ ବାଟରେ ଲୁଟ କରନ୍ତି ଏହି ମାଫିଆ ରାକେଟ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଯାଜପୁର

ଧାମରାରୁ ଆସୁଥିବା ମୂଲ୍ୟବାନ କୋଇଲା ଟ୍ରେନ ଯୋଗେ ରାଜ୍ୟର ବିଭିନ୍ନ ସ୍ଥାନକୁ କୋଇଲା ପରିବହନ ହୋଇଥାଏ। ଆଉ ଅଧା ବାଟରୁ ଅଭିନବ ଉପାୟରେ ଲୁଟ କରି ଟ୍ରକ ଯୋଗେ ଚାଲାଣ କରନ୍ତି ଏହି ଗ୍ୟାଙ୍ଗ । ଏ ସଂକ୍ରାନ୍ତରେ ଯାଜପୁର ରୋଡ ଆରପିଏଫ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

Intro:Sulg –Coal_truck_scized
Format – Avb
Report – Gyana ranjan ojha
Place – jajpur
Date-25.07.2019
ଆଙ୍କର
ଟ୍ରେନ ଯୋଗେ କୋଇଲା ପରିବହନ ହେଉଥିବା ବେଳେ ଏହାକୁ ବାଟରେ ଲୁଟ କରୁଛନ୍ତି ମାପିଂଆ । ଏଭଳି ଏକ ର‌୍ୟାକେଟ୍ କୁ ଗିରପଂ କରିବାରେ ସକ୍ଷମ ହୋଇଛି ଆରପିଏପଂର କ୍ରାଇମବ୍ରାଂଚ ବିଭାଗ । ଧାମରାରୁ ଆସୁଥିବା ମୂଲ୍ୟବାନ କୋଇଲା ଟ୍ରେନ ଯୋଗେ ରାଜ୍ୟ ର ବିଭିନ୍ନ ସ୍ଥାନକୁ କୋଇଲା ଯାଉଥିବା ବେଳେ ବାଟରୁ ଅଭିନବ ଉପାୟରେ ଲୁଟ କରି ଟ୍ରକ ଯୋଗେ ଚାଲାଣ କରୁଥିବା ବେଳେ ଏହି କ୍ରାଇମବ୍ରାଂଚ ହାତରେ ଧରାପଡିଛନ୍ତି ଲୁଟେରା । ଯାଜପୁର କୟାଁଗୋଲା ନିକଟରୁ ଏକ ହାର୍ଡକୋକ ଗୁଣ୍ଡ ବୋଝେଇ ଟ୍ରକ କୁ ଜବତ କରାଯାଇଛି । ଏହି ଚୋରା ଚାଲାଣରେ ସଂପୃକ୍ତ ଥିବା ୪ ଜଣଙ୍କୁ ଗିରପଂ କରି କୋର୍ଟଚାଲାଣ କରାଯାଇଛି । ଏ ସଂକ୍ରାନ୍ତରେ ଯାଜପୁରରୋଡ ଆରପିଏପଂ ଥାନାରେ ଗୋଟିଏ ମାମଲା ମଧ୍ୟ ରୁଜୁ ହୋଇଛି ।
ବାଇଟ୍:ଶ୍ରୀନିବାସ ପଟ୍ଟନାୟକ,ଇନ୍ସପେକ୍ଟର,ଆରପିଏପଂ କ୍ରାଇମବ୍ରାଂଚ

Body:NewsConclusion:null
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.