ETV Bharat / state

ରାଜ୍ୟସ୍ତରୀୟ କିକ୍‌ ବକ୍ସିଂ ରେଫରି ସେମିନାର ଉଦ୍‌ଯାପିତ - WAKO odisha state kickboxing

ଯାଜପୁର ଜିଲ୍ଲା ସଂସ୍କୃତି ଭବନ ପରିସରରେ ଚାଲିଥିବା ରାଜ୍ୟସ୍ତରୀୟ କିକ୍‌ ବକ୍ସିଂ ରେଫରି ସେମିନାର ଉଦଯାପିତ । ଅଧିକ ପଢନ୍ତୁ...

closing ceremony of 3rd WAKO odisha state kickboxing referee seminar 2021
ରାଜ୍ୟସ୍ତରୀୟ କିକ୍‌ ବକ୍ସିଂ ରେପଂରି ସେମିନାର ଉଦ୍‌ଯାପିତ
author img

By

Published : Oct 26, 2021, 7:06 PM IST

ଯାଜପୁର: ରାଜ୍ୟସ୍ତରୀୟ କିକ୍‌ ବକ୍ସିଂ ରେଫରି ସେମିନାର ଉଦ୍‌ଯାପିତ । ଜିଲ୍ଲା ସଂସ୍କୃତି ଭବନ ପରିସରରେ ଚାଲିଥିବା ରାଜ୍ୟସ୍ତରୀୟ କିକ୍‌ ବକ୍ସିଂ ରେଫରି ସେମିନାର ଉଦଯାପିତ ହୋଇଛି । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯାଜପୁର ଏସଡିପିଓ ସରୋଜ କୁମାର ଉପାଧ୍ୟାୟ ଅତିଥି ଭାବେ ଯୋଗ ଦେଇଥିଲେ ।

ରାଜ୍ୟସ୍ତରୀୟ କିକ୍‌ ବକ୍ସିଂ ରେପଂରି ସେମିନାର ଉଦ୍‌ଯାପିତ

ଆତ୍ମରକ୍ଷା ପାଇଁ ପ୍ରତ୍ୟେକ ବ୍ୟକ୍ତି କିକ୍‌ ବକ୍ସିଂ ଶିଖିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ବଟକୃଷ୍ଣ ମହାପାତ୍ର , କ୍ରୀଡା ଶିକ୍ଷକ ରଞ୍ଜନ ସୁତାର ପ୍ରମୁଖ ଯୋଗ ଦେଇ ସପଂଳ ଆୟୋଜନ ନେଇ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିନିଧି ମାନେ ଡେମୋ ପ୍ରଦର୍ଶନ କରିଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.