ETV Bharat / state

ଯାଜପୁରରୁ 8 ଶିଶୁ ଶ୍ରମିକ ଉଦ୍ଧାର - ଶ୍ରମ ବିଭାଗ

ଶ୍ରମ ବିଭାଗର ଟାକ୍ସଫୋର୍ସ ଦ୍ବାରା ବ୍ୟାସନଗର ସହରରୁ 8 ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ସମସ୍ତ ଶିଶୁଙ୍କୁ ଯାଜପୁର ଉତ୍କଳ ବାଳାଶ୍ରମକୁ ପଠାଇ ଦିଆଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Aug 6, 2019, 9:17 PM IST

ଯାଜପୁର: ଶ୍ରମ ବିଭାଗର ଟାକ୍ସଫୋର୍ସ ଦ୍ବାରା ବ୍ୟାସନଗର ସହରରୁ 8ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ସିଡବ୍ଲୁସିକୁ ହସ୍ତାନ୍ତର କରାଯାଇଛି । ଡିସିପିଓ ନିରଞ୍ଜନ କର,ସିଡବ୍ଲୁଓ ସଭ୍ୟ ହୃଷିକେଶ ପଣ୍ଡା, ଏଏଲସି ଚିତରଞ୍ଜନ କର, ଗ୍ରାମାଞ୍ଚଳର ଶ୍ରମ ନିରୀକ୍ଷକ ପ୍ରେମ ମଞ୍ଜରୀ ନାୟକ ଆଜି ମିଳିତ ଭାବେ ବ୍ୟାସନଗର ସହରର ବିଭିନ୍ନ ହୋଟେଲ ଓ ଗ୍ୟାରେଜ ଉପରେ ଚଢାଉ କରିଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ବାଲେଶ୍ବର, କେନ୍ଦୁଝର, ଯାଜପୁର, ମୟୁରଭଞ୍ଜ ଆଦି ଜିଲ୍ଲାର 8 ଜଣ ଶିଶୁ ଶ୍ରମିକ କାମ କରୁଥିବା ବେଳେ ଉଦ୍ଧାର କରାଯାଇଛି । ସେମାନଙ୍କୁ ଉଦ୍ଧାର କରାଯାଇ ସମସ୍ତଙ୍କୁ ଯାଜପୁର ଉତ୍କଳ ବାଳାଶ୍ରମକୁ ପଠାଇ ଦିଆଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:Sulg – child labour rescue
Format – Avb
Report – Gyana ranjan ojha
Place – jajpur
Date-06.08.2019
ଆଙ୍କର- ଶ୍ରମ ବିଭାଗର ଟାକ୍ସଫୋର୍ସ ଦ୍ୱାରା ବ୍ୟାସନଗର ସହରରୁ ଆଠ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ସିଡ଼ବ୍ଲୁସିକୁ ହସ୍ତାନ୍ତର କରାଯାଇଛି । ଡ଼ିସିପିଓ ନିରଂଜନ କର, ସିଡ଼ବ୍ଲୁଓ ସଭ୍ୟ ହୃଷିକେଶ ପଣ୍ଡା, ଏଏଲସି ଚିତରଂଜନ କର, ଗ୍ରାମାଞ୍ଚଳର ଶ୍ରମ ନିରୀକ୍ଷକ ପ୍ରେମମଂଜରୀ ନାୟକ ଆଜି ମିଳିତ ଭାବେ ବ୍ୟାସନଗର ସହରର ବିଭିନ୍ନ ହୋଟେଲ ଓ ଗ୍ୟରେଜ୍ରେ ଚଢାଉ କରାଯାଇଥିଲା । ଚଢାଉ ବେଳେ ବାଲେଶ୍ୱର, କେନ୍ଦ୍ରଝର, ଯାଜପୁର, ମୟୁରଭଞ୍ଜ ପ୍ରଭୂତି ଜିଲାର ଆଠ ଜଣ ଶିଶୁ ଶ୍ରମିକ କାର‌୍ୟ୍ୟ କରୁଥିବା ବେଳେ ଉଦ୍ଧାର କରିଥିଲେ । ସମସ୍ତଙ୍କୁ ଯାଜପୁର ଉତ୍କଳ ବାଳାଶ୍ରମକୁ ପଠାଇ ଦିଆଯାଇଛି ।
ବାଇଟ୍-୧-ସୁନିଲ୍ କୁମାର ସହୁ, ଶ୍ରମ ଅଧିକାରୀ,ଯାଜପୁର ରୋଡ

Body:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.