ଯାଜପୁର: ଜିଲ୍ଳାର ବଡଚଣା ବ୍ଲକ ଖଇରାନିକଟ ୧୬ ନମ୍ବର ଜାତୀୟ ରାଜପଥର ଏକ ପରିତ୍ୟକ୍ତ ସ୍ଥାନରୁ ଗୋଟିଏ ଶିଶୁପୁତ୍ରର ମୃତଦେହ ମିଳିଛି । ଶିଶୁଟି ମୃତ ଅବସ୍ଥାରେ ପଡିରହିଥିବା ବେଳେ ତା' ଦେହରେ ଜନ୍ମ ନାହିନାଡ ଲାଗିଥିବା ଦେଖିବାକୁ ମିଳିଛି । କେହି ଦୁର୍ବୃତ୍ତ ଶିଶୁଟିକୁ ଜନ୍ମିତ ଅବସ୍ଥାରେ ଏଠାରେ ଫୋପାଡି ଦେଇଥିବା ଅନୁମାନ କରାଯାଉଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ