ETV Bharat / state

Parliament Winter Session: BSNL Net ସମସ୍ୟା ଉଠାଇଲେ ଯାଜପୁର ସାଂସଦ

author img

By

Published : Dec 8, 2021, 10:31 PM IST

ଯାଜପୁରରେ ବିଏସଏନଏଲ ନେଟ ସମସ୍ୟାକୁ ନେଇ ପାର୍ଲାମେଣ୍ଟରେ ପ୍ରଶ୍ନ କଲେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ । ଅଧିକ ପଢନ୍ତୁ

Parliament Winter session: BSNL Net ସମସ୍ୟା ଉଠାଇଲେ ଯାଜପୁର ସାଂସଦ

ଯାଜପୁର: ଲୋକସଭାରେ BSNL Net Problem ସମସ୍ୟାକୁ ଉଠାଇଲେ ଯାଜପୁର ସାଂସଦ । ସଂସଦର ଶୀତକାଳୀନ ଅଧିବେଶନରେ ଲୋକସଭାରେ ଯାଜପୁରର ବିଏସଏନଏଲ ନେଟ ସମସ୍ୟାକୁ ଉଠାଇଛନ୍ତି ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ।

ସୂଚନା ମୁତାବକ ଯାଜପୁର ରୋଡ ଓ ଯାଜପୁର ଟାଉନରେ ଅନେକ ଦିନ ହେବ ବିଏସଏନଏଲ ନେଟ ସମସ୍ୟା ଦେଖା ଦେଖାଦେଉଛି। ଯାହାଫଳରେ ଛାତ୍ରଛାତ୍ରୀ ମାନେ ଅନଲାଇନରେ ପାଠପଢ଼ା ଠାରୁ ଆରମ୍ଭ କରି ନେଟ ଦ୍ବାରା ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଯାହାକୁ ନେଇ ଯାଜପୁରରେ ବୁଦ୍ଧିଜୀବି, ସମାଜସେବୀ ଓ ସାମ୍ବାଦିକ, ସାଂସଦ ଶର୍ମିଷ୍ଠା ସେଠୀଙ୍କ ନିକଟରେ ଅଭିଯୋଗ କରିଥିଲେ । ତେବେ ଆଜି ଏହି ସମସ୍ୟାର ସମାଧାନ ସହିତ ଯାଜପୁର ରୋଡ ଓ ଟାଉନରେ ବିଏସଏନଏଲ ଟାୱାର ସଂଖ୍ୟା ଵୃଦ୍ଧି କରିବାକୁ ନିଜର ପ୍ରଶ୍ନ ମଧ୍ୟମରେ ପାର୍ଲାମେଣ୍ଟରେ ଦାବି କରିଛନ୍ତି ସାଂସଦ ଶର୍ମିଷ୍ଠା ସେଠୀ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.