ETV Bharat / state

ବୈତରଣୀରେ ଟଳିଲା ବନ୍ୟା ଆଶଙ୍କା, କମୁଛି ଜଳସ୍ତର

ପ୍ରବଳ ବର୍ଷା ଯୋଗୁଁ ନଦୀ ଗୁଡିକର ବନ୍ୟାଜଳ ବୃଦ୍ଧି ପାଇବାରେ ଲାଗିଥିବାବେଳେ ଚଳିତବର୍ଷ ବୈତରଣୀ ନଦୀରେ ପ୍ରଥମ ବନ୍ୟା ଜଳ ପ୍ରବାହିତ ହୋଇଥିଲା ।

author img

By

Published : Sep 10, 2019, 11:55 AM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ଯାଜପୁର

ଯାଜପୁର: ବିପଦ ସଙ୍କେତରୁ ଟଳିଲା ବୈତରଣୀ । ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀରେ ଦେଖାଦେଇଥିଲା ବନ୍ୟା ପରିସ୍ଥିତି । ଏହି କାରଣରୁ ଅନେକ ନଦୀ ଗୁଡିକର ବନ୍ୟାଜଳ ବୃଦ୍ଧି ପାଇବାରେ ଲାଗିଥିବାବେଳେ ଚଳିତବର୍ଷ ବୈତରଣୀ ନଦୀରେ ପ୍ରଥମ ବନ୍ୟା ଜଳ ପ୍ରବାହିତ ହୋଇଥିଲା। ଏହାକୁ ନେଇ ବନ୍ୟା ଆଶଙ୍କାରେ ତଳିଆ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଯାଜପୁର

ଗତକାଲି ଅପରାହ୍ନ ୧ଟା ସମୟରେ ଆଖୁଆପଦାରେ ଜଳସ୍ତର ୧୮.୧୧ ଥିବାବେଳେ ଏହା ଧିରେ ଧିରେ କମିବାରେ ଲାଗିଛି। ବର୍ତ୍ତମାନ ଜଳସ୍ତର 17.18କୁ ଖସିଯିବା ଫଳରେ ଲୋକଙ୍କ ମନରେ ଭୟର ଆଶଙ୍କା ଦୂର ହେଇଛି । ପରିସ୍ଥିତି ବର୍ତ୍ତମାନ ସ୍ବାଭାବିକ ହୋଇଥିବା ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:slug-flood_update
format-avo
reporter-Gyana ranjan ojha
place-jajpur
date-10.06.19
anchor---ବିପଦ ସଂଙ୍କେତରୁ ଟଳିଲା ବୈତରଣୀ । ଲଗାଣ ବର୍ଷା ଫଳରେ ବୈତରଣୀ ସମେତ ଅନ୍ୟ ନଦୀ ଗୁଡିକରେ ମଧ୍ୟ ବନ୍ୟା ଜଳ ବୃଦ୍ଧି ପାଇଥିଲା। ଚଳିତ ବର୍ଷା ରୁତୁରେ ବୈତରଣୀ ନଦୀରେ ପ୍ରଥମ ବନ୍ୟା ଜଳ ପ୍ରବାହିତ ହୋଇଥିଲା। ଏହାକୁ ନେଇ ତଳିଆ ଅଞ୍ଚଳରେ ଭୟର ବତାବରଣ ସୃଷ୍ଟି ହୋଇଥିଲା । ଗତକାଲି ଅପରାହ୍ନ ୧ଟା ସମୟରେ ଜଳସ୍ତର ଆଖୁଆପଦାରେ ୧୮.୧୧ ଥିବା ବେଳେ ଜଳସ୍ତର ଧିରେ ଧିରେ କମିବାରେ ଲାଗିଛି। ବର୍ତ୍ତମାନ ଜଳସ୍ତର 17.18କୁ ଖସିଯିବା ଫଳରେ ଲୋକଙ୍କ ମନରେ ଭୟର ଆଶଙ୍କା ଦୁର ହେଇଛି। ପରିସ୍ଥିତି ବର୍ତ୍ତମାନ ସ୍ବଭାବିକ ହୋଇଥିବା ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Body:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.