ETV Bharat / state

ଜମିବାଡିକୁ ବିବାଦକୁ ନେଇ ମହିଳାଙ୍କୁ ଆକ୍ରମଣ, ଏସପିଙ୍କ ଦ୍ବାରସ୍ଥ ହେଲେ ପୀଡିତା - property dispute news

ଯାଜପୁର ଜିଲ୍ଲା ବଡ଼ଚଣା ଥାନା ମଙ୍ଗରାଜପୁରରେ ଜମିବାଡିକୁ ନେଇ ବିବାଦ । ନ୍ୟାୟ ପାଇଁ ପାଣିକୋଇଲି ସ୍ଥିତ ଏସପିଙ୍କ ଦ୍ବାରସ୍ଥ ହେଲେ ପୀଡିତା । ଅଧିକ ପଢନ୍ତୁ...

attack to women for property dispute in jajpur
ଜମିବାଡିକୁ ବିବାଦକୁ ନେଇ ମହିଳାଙ୍କୁ ଆକ୍ରମଣ, ଏସପିଙ୍କ ଦ୍ବାରସ୍ତ ହେଲେ ପୀଡିତା
author img

By

Published : Apr 16, 2021, 12:12 PM IST

ଯାଜପୁର: ବଡ଼ଚଣା ଥାନା ମଙ୍ଗରାଜପୁରରେ ଜମିବାଡିକୁ ନେଇ ବିବାଦ । ଭଉଣୀକୁ ମାରିଲା ଭାଇ ,ନ୍ୟାୟ ପାଇଁ ପାଣିକୋଇଲି ସ୍ଥିତ ଏସପିଙ୍କ ଦ୍ବାରସ୍ଥ ହେଲେ ପୀଡିତା।

ଜମିବାଡିକୁ ବିବାଦକୁ ନେଇ ମହିଳାଙ୍କୁ ଆକ୍ରମଣ, ଏସପିଙ୍କ ଦ୍ବାରସ୍ତ ହେଲେ ପୀଡିତା

ସୂଚନାଅନୁଯାୟୀ, ବଡ଼ଚଣା ଥାନା ମଙ୍ଗରାଜପୁର ଗାଁରେ ରୁହନ୍ତି ଯଶୋଦା ରାଣା ,ସ୍ବାମୀ ଓ ମା। କିଛିଦିନ ତଳେ ଯଶୋଦାଙ୍କ ବାପା ମୃତ୍ୟୁ ବରଣ କରିବାରୁ ଝିଅ ଓ ଜ୍ବାଇଁଙ୍କୁ ପାଖରେ ଆଣି ରଖିଲେ। ଯାହାକି ଯଶୋଦାଙ୍କ ଦାଦା ପୁଅ ଭାଇ ଓ ପୁତୁରା ମାନଙ୍କ ମନକୁ ପାଇ ନଥିଲା। ଏଥି ସହିତ ଯଶୋଦାଙ୍କ ମାଙ୍କୁ ସେମାନେ କଣ ପାଇଁ ଏଠାରେ ରହୁଛନ୍ତି ପ୍ରଶ୍ନ କରିବା ସହିତ ଘର ଛାଡିଯିବାକୁ ବାଧ୍ୟ କରିଥିଲେ। ଯଶୋଦା ଏହାକୁ ନମାନିବାରୁ ତାଙ୍କୁ ଓ ତାଙ୍କ ମାଙ୍କୁ ବିଭିନ୍ନ ସମୟରେ ମାଡ଼ ପିଟ କରିବା ସହିତ ବିଭିନ୍ନ ଭାଷାରେ ଗାଳିଗୁଲଜ କରୁଥିଲେ।

ଏହି ଘଟଣାକୁ ନେଇ ଯଶୋଦା ବଡ଼ଚଣା ଥାନାରେ ଅଭିଯୋଗ କରଥିଲେବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ । ଏହାକୁ ନେଇ ଆଜି ପାଣିକୋଇଲି ସ୍ଥିତ ଏସପିଙ୍କ କାର୍ଯ୍ୟାଳୟରେ ଏସପି ରାହୁଲ ପିଆରଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି ଯଶୋଦା।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.