ETV Bharat / state

ସର୍ଟ ସର୍କିଟରେ ଭୟାବହ ଅଗ୍ନିକାଣ୍ଡ, ୮ ଘର ଭସ୍ମୀଭୂତ

author img

By

Published : Jul 29, 2021, 7:29 AM IST

ଜିଲ୍ଲାରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ସଟସର୍କିଟ୍ ଯୋଗୁଁ ଆଠ ବଖରା ଭସ୍ମୀଭୂତ ହେବା ସହ ତେଜରାତି ଦୋକାନ ସହ ସମସ୍ତ ଆସବାବପତ୍ର ଜଳି ପାଉଁଶ ହୋଇଯାଇଛି । ଅଧିକ ପଢନ୍ତୁ...

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକ ମୁଳଖମ୍ବ ଗାଁରେ ଭୟାବହ ଅଗ୍ନିକାଣ୍ଡ, ୮ ଘର ଜଳି ଭସ୍ମୀଭୂତ

ଯାଜପୁର: ସଟସର୍କିଟ ଯୋଗୁଁ ଆଠ ଭସ୍ମୀଭୂତ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ମୁଳଖମ୍ବ ଗ୍ରାମର ନାରାୟଣ ବେହେରା, ରବିନ୍ଦ୍ର ବେହେରା ନାମକ ଦୁଇ ଆଦିବାସୀ ପରିବାର ଘରେ ସଟ ସର୍କିଟ୍ ଯୋଗୁଁ ଆଠବଖରା ଘର ଭସ୍ମୀଭୂତ ହେୀଇଯାଇଥିବା ଦେଖିବାକୁ ମିଳିଛି । ନିଆଁର ପ୍ରକୋପରେ ଉଭୟ ପରିବାରରର ଲୁଗାପଟା, କଂସାବାସନ, ରାସନ ସାମଗ୍ରୀ ସହ ସମସ୍ତ ଆସବାବପତ୍ର ପୋଜି ପାଉଁଶ ହୋଇଯାଇଥିଲା । ନିଆଁ ଲାଗିବା ଖବର ଶୁଣି ସୁକିନ୍ଦା ଦମକଳ କେନ୍ଦ୍ରର ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ତତ୍ତ୍ବାବଧାନରେ ଅଗ୍ନିଶମ ବିଭାଗର ପ୍ରମୁଖ ଦୁଇଟି ଟିମ୍ ପହଞ୍ଚି ନିଆଁ ଆୟତ୍ତ କରିବାକୁ ପ୍ରୟାସ କରିଥିଲେ ।

ହେଲେ ଦୁଇ ଆଦିବାସୀ ପରିବାରର ଆଠ ବଖରା ଘର ଭସ୍ମୀଭୂତ ହୋଇଯାଇଛି । ପରେ ନାରାୟଣ ବେହେରାଙ୍କ ଏକ ତେଜରାତି ଦୋକାନ ସହ ସମସ୍ତ ଆସବାବପତ୍ର ଜଳି ପାଉଁଶ ହୋଇଯାଇଥିବା ନେଇ ସୂଚନା ମିଳିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.