ଯାଜପୁର: କୋରୋନା ନିୟନ୍ତ୍ରଣ ପାଇଁ ପ୍ରଶାସନର ବଡ଼ ପଦକ୍ଷେପ । ଯାଜପୁର, ବିଂଝାରପୁର, ଦଶରଥପୁର, ବରୀ ଏବଂ କୋରେଇ ବ୍ଲକ ସହିତ ଯାଜପୁର ପୌରପାଳିକାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ଜିଲ୍ଲା ପ୍ରଶାସନ ।
ସୋମବାର ଦିନ 12 ଟା ରୁ କଟକଣା 29 ତାରିଖ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ଅଞ୍ଚଳରେ କେବଳ ଔଷଧ ଦୋକାନ ଖୋଲା ରହିବ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା,ଇଟିଭି ଭାରତ