ETV Bharat / state

ମାଟ୍ରିକ ପାସ କଲେ ଯାଜପୁର ଅନ୍ନପୂର୍ଣ୍ଣା ଶିଶୁ ଗୃହର ଅନ୍ତେବାସୀ

author img

By

Published : Jul 7, 2022, 10:25 AM IST

ଯାଜପୁର ବ୍ୟାସନଗରସ୍ଥିତ ଅନ୍ନପୂର୍ଣ୍ଣା ଶିଶୁ ଗୃହରେ ରହୁଥିବା ୩ ଅସହାୟ ଛାତ୍ର ମାଟ୍ରିକ ପରୀକ୍ଷାରେ ସଫଳତା ପାଇଛନ୍ତି । ପରୀକ୍ଷା ଫଳ ପ୍ରକାଶ ପାଇବା ପରଠାରୁ ଅନ୍ତେବାସୀ ପିଲାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଅଧିକ ପଢ଼ନ୍ତୁ

ମାଟ୍ରିକ ପାସ କଲେ ଯାଜପୁର ଅର୍ଣ୍ଣପୂର୍ଣ୍ଣା ଶିଶୁ ଗୃହର ଅନ୍ତେବାସୀ

ଯାଜପୁର: ବ୍ୟାସନଗର ପୌରାଞ୍ଚଳ ଅନ୍ନପୂର୍ଣ୍ଣା ଶିଶୁ ଗୃହରେ ରହୁଥିବା ୩ ଅନ୍ତେବାସୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସଫଳତା ପାଇଛନ୍ତି । ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଜିଲ୍ଲା ଶିଶୁ ମଙ୍ଗଳ କମିଟି ତତ୍ତ୍ଵାବଧାନରେ ଦାନଗଦି ବୁଦ୍ଧଦେବ ବିଦ୍ୟାପୀଠରେ ସେମାନେ ଅଧ୍ୟୟନ କରୁଥିଲେ ।

ଜଖପୁରା ଉଚ୍ଚ ବିଦ୍ୟାଳୟ ସେଣ୍ଟରରେ ସେମାନେ ପରୀକ୍ଷା ଦେଇଥିଲେ । ଅନ୍ତେବାସୀ ମେଞ୍ଜ ମୁଣ୍ଡା ୪୩୭ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ବେଳେ ଶୁରୁ ମୁଣ୍ଡା ୪୨୬ ଓ ପୂର୍ଣିମା ସାମଲ ୩୯୪ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି । ଅସହାୟ ପିଲାମାନଙ୍କ ସଫଳତା ପାଇଁ ଶିଶୁ ଗୃହର ମୁଖ୍ୟ ପବିତ୍ର ମୋହନ ସାହୁ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ପରୀକ୍ଷା ଫଳ ପ୍ରକାଶ ପାଇବା ପରଠାରୁ ଅନ୍ତେବାସୀ ପିଲାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.