ETV Bharat / state

ସାବିତ୍ରୀ ଅମାବାସ୍ୟା: ସ୍ବାମୀର ଦୀର୍ଘାୟୁ କାମନା ନେଇ ସ୍ତ୍ରୀର ପୂଜାର୍ଚ୍ଚନା - women

ଜଗତସିଂହପୁର ଜିଲ୍ଲାର ବିଭିନ୍ନ ମନ୍ଦିରରେ ପାଳନ କରାଯାଇଛି ସାବିତ୍ରୀ ବ୍ରତ । ସକାଳୁ ସକାଳୁ ବ୍ରତଧାରୀମାନେ ନୂତନ ବସ୍ତ୍ର ପରିଧାନ କରି ମାଆ ପାର୍ବତୀଙ୍କ ପାଖରେ ପୂଜାର୍ଚ୍ଚନା କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର
author img

By

Published : Jun 3, 2019, 12:23 PM IST

ଜଗତସିଂହପୁର: ଆଜି ସାବିତ୍ରୀ ବ୍ରତ । ସ୍ବାମୀର ଲମ୍ବା ଆୟୁଷ ପାଇଁ ଏବି ବ୍ରତ ପାଳନ କରିଥାଆନ୍ତି ବିବାହିତ ମହିଳା । ଜିଲ୍ଲାର ବିଭିନ୍ନ ମନ୍ଦିରରେ ପାଳନ କରାଯାଇଛି ମହିଳାଙ୍କ ଏହି ବ୍ରତ । ସକାଳୁ ସକାଳୁ ବ୍ରତଧାରୀମାନେ ନୂତନ ବସ୍ତ୍ର ପରିଧାନ କରି ମାଆ ପାର୍ବତୀଙ୍କ ପାଖରେ ପୂଜାର୍ଚ୍ଚନା କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ସ୍ଵାମୀଙ୍କ ଦୀର୍ଘ ଜୀବନ କାମନା କରି ବ୍ରତଧାରୀମାନେ ନୂଆ ଲୁଗା, ସିନ୍ଦୂର, ନାଲିଶଙ୍ଖା ଫଳ ମୂଳ ଆଦି ମାଆଙ୍କ ପାଖରେ ନୈବେଦ୍ୟ ଅର୍ପଣ କରିଥିଲେ। ଏହାସହ ନିଜ ଘରେ ସ୍ୱାମୀଙ୍କୁ ପୂଜା କରିବା ସହିତ ପରିବାରର ମଙ୍ଗଳ କାମନା କରି ଉପବାସ ରଖିଛନ୍ତି ମହିଳା ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲ୍ଲାର ବିଭିନ୍ନ ମନ୍ଦିର ରେ ଆଜି ସାବିତ୍ରୀ ବ୍ରତ ପାଳନ କରାଯାଇଛି।ସକାଳୁ ସକାଳ ବ୍ରତଧରି ମନେ ନୂତନ ବସ୍ତ୍ର ପରିଧାନ କରି ମା ପାର୍ବତୀ ଙ୍କ ପାଖରେ ପୂଜାର୍ଚନ କରିଛନ୍ତି। ସ୍ଵାମୀ ଙ୍କ ଦିର୍ଘ ଜୀବନ କାମନା କରି ବ୍ରତ ଧରିମାନେ ନୂଆ ଲୁଗା, ସିନ୍ଦୁର, ନାଲିସଙ୍ଖା ଫଳ ମୂଳ ଆଦି ମା ଙ୍କୁ ପାଖରେ ନୈବେଦ୍ୟ ଅର୍ପଣ କରିଥିଲେ। ନିଜ ଘରେ ସ୍ୱାମୀ ଙ୍କୁ ପୂଜା କରିବା ସହିତ ପରିବାର ର ମଙ୍ଗଳ କାମନା କରି ଉପବାସ ରଖିଥିବା ଦେଖିବାକୁ ମିଳିଛି।

Body:byt pyjama Vijayawada Kumar panda
byt bartadhari
byt brats dhari

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.