ETV Bharat / state

ଦୂର ହେବ ପାନୀୟ ଜଳ ସମସ୍ୟା, ୧୬ କୋଟି ଟଙ୍କା  ବ୍ୟୟ ଅଟକଳ - ପାନୀୟ ଜଳ ସମସ୍ୟା

ପାରଦୀପର ସମୁଦ୍ରର ଲୁଣା ଜଳକୁ ମଧୁର ଜଳରେ ପରିଣତ କରିବାପାଇଁ ଆରମ୍ଭ ହେବ ମେଗା ପ୍ରୋଜେକ୍ଟ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର
author img

By

Published : Jul 17, 2019, 12:42 AM IST

ଜଗତସିଂହପୁର: ପାରଦୀପରେ ପାନୀୟଜଳ ସମସ୍ୟାକୁ ଦୃଷ୍ଟିରେ ରଖି ସମୁଦ୍ରର ଲୁଣା ଜଳକୁ ମଧୁର ଜଳରେ ପରିଣତ କରିବାପାଇଁ ଏକ ମେଗା ପ୍ରୋଜେକ୍ଟ ଆରମ୍ଭ ହେବାକୁ ଯାଉଛି । ଏହାର ବ୍ୟୟ ଅଟକଳ ରଖାଯାଇଛି ୧୧୬ କୋଟିଟଙ୍କା । ସମୁଦ୍ରର ଲୁଣା ଜଳକୁ ବିଷୋଧନକରି ବିଶୁଦ୍ଧ ପାନୀୟଜଳ ଭାବେ ବେବହୃତ ହେବ ।

ଭିଡିଓ ସୌଜନ୍ୟ: ପ୍ରତିନିଧି,ଜଗତସିଂହପୁର

ତେବେ ପାନୀୟଜଳ ସମସ୍ୟାକୁ ଦୃଷ୍ଟିରେ ରଖି ଓଡିଶାରେ ସର୍ବପ୍ରଥମ ଏହିମେଗା ପ୍ରୋଜେକ୍ଟ ଆରମ୍ଭ ହେବାକୁ ଯାଉଛି । ଦୈନିକ ମିଲିୟନ ୧୦ ଲିଟର ଉତ୍ପାଦନ କ୍ଷମତା ରଖୁଥିବା ଏହି ପ୍ରକଳ୍ପର କାର୍ଯ୍ୟାରମ୍ଭ ଚଳିତବର୍ଷ ଶେଷ ସୁଦ୍ଧା ଟେଣ୍ଡର କରାଯାଇ କାର୍ଯ୍ୟାଦେଶ ଦିଆଯିବ । ଯାହାକୁ ନେଇ ପାରାଦୀପ ବନ୍ଦରନ୍ୟାସ ଓ ଏନଆଇଓଟି ବା national Institute of ocean technology ମଧ୍ୟରେ ରାଜିନାମା ସ୍ବାକ୍ଷରିତ ହୋଇଛି ।

ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବନ୍ଦରର ମୁଖ୍ୟଯନ୍ତ୍ରୀ କେ ରାମଚନ୍ଦ୍ରା ଓ ଓଏନଆଇଓଟି (ONIOT) ବିଜ୍ଞାନ ମନ୍ତ୍ରାଳୟର ବିଶେଷଜ୍ଞ ଶିଶିର ଦାସ ସୂଚନା ଦେଇଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ପାରଦୀପ ରେ ପାନିୟଜଳ ସମସ୍ୟା କୁ ଦୃଷ୍ଟିରେ ରଖି ସମୁଦ୍ରର ଲୁଣା ଜଳ କୁ ମଧୁର ଜଳରେ ପରିଣତ କରିବାପାଇଁ ଏକ ମେଗା ପ୍ରୋର୍ଜେଟ୍ ଆରମ୍ଭ ହେବାକୁ ଯାଉଛି। ଏହାର ବେୟ୍ୟ ରଖାଯାଇଛି୧୧୬ କୋଟିଟଙ୍କା। ସମୁଦ୍ରର ଲୁଣାଜଳକୁ ବିଷୋଧନକରି ବିସୁଧ୍ୟ୍ୟ ପାନିୟଜଳ ଭାବେ ବେବହୃତହେବ।ପାନିୟଜଳ ସମସ୍ୟା କୁ ଆଖିଆଗରେ ରଖି ଓଡିସାରେ ସର୍ବପ୍ରଥମ ଏହିମେଗା ପ୍ରୋର୍ଜେକ୍ଟ ଆରମ୍ଭ ହେବାକୁ ଯାଉଛି। ଦୈନିକ ମିଲିୟନ ୧୦ଲିଟର ଉତ୍ପାଦନ ଖ୍ୟମତା ରଖୁଥିବା ଏହି ପ୍ରକ୍ଳପ ର କାର୍ଯ୍ୟାରମ୍ଭ ଚଳିତବର୍ଷ ସେଶ ସୁଧା ଟେଣ୍ଡର କରାଯାଇ କାର୍ଯ୍ୟାଦେସ ଦିଆଯିବ।ଯାହାକୁ ନେଇ ପାରାଦୀପ ବନ୍ଦରନ୍ୟାସ ଓ ONIOT ବା national Institute of ocean technology ମଧ୍ୟରେ ରାଜିନାମା ସ୍ବାଖରିତ ହୋଇଛି।ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ବନ୍ଦରର ମୁଖ୍ୟଯନ୍ତ୍ରୀ କେ ରାମଚନ୍ଦ୍ରା ଓ ONIOT ବିଗ୍ୟାନ ମନ୍ତ୍ରାଳୟର ବିସେସଂଗ୍ୟ ଶିସିର ଦାସ ସୂଚନା ଦେଇଛନ୍ତି।Body:Jagatsinghpur Conclusion:Jagatsinghpur
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.