ETV Bharat / state

ଆକାଶଛୁଆଁ ପରିବା ଦର, ପ୍ରଭାବିତ ହାଣ୍ଡିଶାଳ - ଆକାଶଛୁଆଁ ପରିବା ଦର

ଜଗତସିଂହପୁର ଜିଲ୍ଲାରେ ପରିବା ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ବନ୍ୟାରେ ଫସଲହାନୀ ଯୋଗୁଁ ମୂଲ୍ୟ ବୃଦ୍ଧି ଘଟୁଥିବା ବ୍ୟବସାୟୀ କହିଥିବାବେଳେ ଦରକୁ ଦେଖି ବଢିଛି ଗ୍ରାହକଙ୍କ ଅସନ୍ତୋଷ । ଅଧିକ ପଢନ୍ତୁ...

vegitable price hike in jagatsinghpur due to flood
ଆକାଶଛୁଆଁ ପରିବା ଦର, ପ୍ରଭାବିତ ହେଉଛି ହାଣ୍ଡିଶାଳ
author img

By

Published : Oct 10, 2020, 7:01 AM IST

ଜଗତସିଂହପୁର: ବଜାରରେ ଆକାଶ ଛୁଆଁ ହେଉଛି ପରିବା ଦର । ସବୁ ପରିବାର ଦର ପାଖାପାଖି ୫୦ ଉପରେ । ଯାହାକୁ ନେଇ ଚିନ୍ତାରେ ବ୍ୟବସାୟୀ, ଅସନ୍ତୁଷ୍ଟ ଖାଉଟି । ବିଶେଷକରି ଜଗତସିଂହପୁର ଜିଲ୍ଲାରେ ପରିବା ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ବନ୍ୟାରେ ଫସଲହାନୀ ଯୋଗୁଁ ମୂଲ୍ୟ ବୃଦ୍ଧି ଘଟୁଥିବା ବ୍ୟବସାୟୀ କହିଥିବାବେଳେ ଦରକୁ ଦେଖି ବଢିଛି ଗ୍ରାହକଙ୍କ ଅସନ୍ତୋଷ। ଅନେକ ଅଞ୍ଚଳରେ ବନ୍ୟାଜଳ ପଶି ଫସଲ ନଷ୍ଟ ହୋଇଛି ।

ଆକାଶଛୁଆଁ ପରିବା ଦର, ପ୍ରଭାବିତ ହେଉଛି ହାଣ୍ଡିଶାଳ

ବାଇଗଣ କିଲୋପ୍ରତି 60 ରୁ 70 ଟଙ୍କା ବିକ୍ରି ହେଉଥିବା ବେଳେ ଟମାଟୋର କିଲୋ 50, କାଙ୍କଣ 80, ଝୁଡଙ୍ଗ 80, ବିନ 70, ବିଟ 120, ଗାଜର ଦର କିଲୋପ୍ରତି 100 ରହିଛି। ପାଞ୍ଚଶହ ଟଙ୍କାର ପରିବା ବ୍ୟାଗ ଅଧା ହେଉନଥିବା ଦେଖିବାକୁ ମିଳିଛି। କୋରୋନା କଟକଣା ଯୋଗୁଁ ଅନେକଙ୍କ ଆର୍ଥିକ ସ୍ଥିତି ଖରାପ ଥିବାବେଳେ ପରିବାର ଆକାଶଛୁଆଁ ଦର ଲୋକଙ୍କୁ ଖୁବ ବାଧୁଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.