ETV Bharat / state

ତିର୍ତ୍ତୋଲ ଉପନିର୍ବାଚନ; ଆଗରେ ବିଜେଡି

author img

By

Published : Nov 10, 2020, 8:21 AM IST

Updated : Nov 10, 2020, 7:25 PM IST

ଦ୍ବିତୀୟ ରାଉଣ୍ଡରେ ବିଜେଡି ଆଗୁଆ
ଦ୍ବିତୀୟ ରାଉଣ୍ଡରେ ବିଜେଡି ଆଗୁଆ

19:23 November 10

ବିଜେଡି ଆଗୁଆ

ଜଗତସିଂହପୁର ତିର୍ତୋଲ ଉପନିର୍ବାଚନର ୨୩ତମ ରାଉଣ୍ଡ ଗଣତି ଶେଷ ହୋଇଛି। ଏଥିରେ ବିଜେଡି ୭୬୦୧୮ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୪୦୫୩୭ ଓ କଂଗ୍ରେସ ୨୨୧୫୦ଖଣ୍ଡ ଭୋଟ ପାଇଛି। ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୩୫ ହଜାର ୪ ଶହ ୮୧ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।

19:10 November 10

ବିଜେଡି ଆଗୁଆ

ଜଗତସିଂହପୁର ତିର୍ତୋଲ ଉପନିର୍ବାଚନର ୨୧ ଓ ୨୨ ରାଉଣ୍ଡ ଗଣତି ଶେଷ ହୋଇଛି। ଏଥିରେ ବିଜେଡି ୭୩୦୦୩ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୩୯୪୯୪ ଓ କଂଗ୍ରେସ ୨୦୭୪୭ ଖଣ୍ଡ ଭୋଟ ପାଇଛନ୍ତି । ଏଥିରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ  ୩୩ ହଜାର ୫ ଶହ ୯ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।

18:31 November 10

ଆଗୁଆ ବିଜେଡି ପ୍ରାର୍ଥୀ

ଜଗତସିଂହପୁର ତିର୍ତୋଲ ଉପନିର୍ବାଚନର ୨୦ତମ ରାଉଣ୍ଡ ଗଣତି ଶେଷ ହୋଇଛି । ଏଥିରେ ବିଜେଡି ୬୬,୯୧୩ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୩୬୯୨୬ ଓ କଂଗ୍ରେସ ୧୭,୧୬୮ ଖଣ୍ଡ ଭୋଟ ପାଇଛି। ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ  29 ହଜାର 7 ଶହ 45 ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।

18:06 November 10

ଆଗୁଆ ବିଜେଡି ପ୍ରାର୍ଥୀ

ଜଗତସିଂହପୁର ତିର୍ତୋଲ ଉପନିର୍ବାଚନର ୧୯ତମ ରାଉଣ୍ଡ ଗଣତି ଶେଷ ହୋଇଛି। ଏଥିରେ ବିଜେଡି ୬୪,୦୫୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୩୫,୩୩୯ ଓ କଂଗ୍ରେସ ୧୫୮୭୭ ଖଣ୍ଡ ଭୋଟ ପାଇଛି । ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ଠାରୁ ୨୮ ହଜାର ୭ ଶହ ୧୬ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।

17:36 November 10

ଆଗୁଆ ବିଜେଡି ପ୍ରାର୍ଥୀ

ଜଗତସିଂହପୁର ତିର୍ତୋଲ ଉପନିର୍ବାଚନର ୧୮ତମ ରାଉଣ୍ଡ ଗଣତି ଶେଷ ହୋଇଛି । ଏଥିରେ ବିଜେଡି ୬୦,୮୮୯ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୩୩,୨୨୪ ଓ କଂଗ୍ରେସ ୧୫,୩୨୫ ଖଣ୍ଡ ଭୋଟ୍ ପାଇଛି। ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୨୭ ହଜାର୬ ସହ ୬୫ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।

17:15 November 10

ଆଗୁଆ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ

ଜଗତସିଂହପୁର ତିର୍ତୋଲ ଉପନିର୍ବାଚନର ୧୭ତମ ରାଉଣ୍ଡ ଗଣତି ଶେଷ ହୋଇଛି । ଏଥିରେ ବିଜେଡି ୫୭,୮୪୪ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୩୧,୧୭୭ ଓ କଂଗ୍ରେସ ୧୪୬୯୩ ଖଣ୍ଡ ଭୋଟ ପାଇଛି । ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୨୬ ହଜାର୬ ସହ ୬୭ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।

17:06 November 10

ଆଗୁଆ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ

ଜଗତସିଂହପୁର ତିର୍ତୋଲ ଉପନିର୍ବାଚନର ଷୋଡଶ ରାଉଣ୍ଡ ଗଣତି ଶେଷ । ଏଥିରେ ବିଜେଡି ୫୪,୨୯୦ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୨୯,୫୯୩ ଓ କଂଗ୍ରେସ ୧୪,୦୮୪ଖଣ୍ଡ ଭୋଟ ହାତେଇଛି । ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୨୪ହଜାର୬ ସହ ୯୭ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।

16:43 November 10

ଆଗୁଆ ବିଜେଡି ପ୍ରାର୍ଥୀ

ଜଗତସିଂହପୁର ତିର୍ତୋଲ ଉପନିର୍ବାଚନର ପଞ୍ଚଦଶ ରାଉଣ୍ଡ ଗଣତି ଶେଷ ହୋଇଛି। ଏଥିରେ ବିଜେଡି ୫୦,୫୦୩ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୨୭,୪୬୦ ଓ କଂଗ୍ରେସ ୧୩,୩୪୪ଖଣ୍ଡ ଭୋଟ ପାଇଛି। ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ  ୨୩ହଜାର ୪୩ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।

16:06 November 10

ଆଗୁଆ ବିଜେଡି ପ୍ରାର୍ଥୀ

ଜଗତସିଂହପୁର ତିର୍ତୋଲ ଉପନିର୍ବାଚନର ଚତୁର୍ଦ୍ଦଶ ରାଉଣ୍ଡ  ଗଣତି ଶେଷ ହୋଇଛି । ଏଥିରେ ବିଜେଡି ୪୬,୯୩୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୨୫୯୮୫ ଓ କଂଗ୍ରେସ ୧୨,୧୪୫ ଖଣ୍ଡ ଭୋଟ ପାଇଛି। ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ  ୨୦ ହଜାର ୯ ଶହ ୪୬ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।

15:44 November 10

ଆଗୁଆ ବିଜେଡି ପ୍ରାର୍ଥୀ

ଜଗତସିଂହପୁର ତିର୍ତୋଲ ଉପନିର୍ବାଚନର ତ୍ରୟୋଦଶ ରାଉଣ୍ଡ ଗଣତି ଶେଷ ହୋଇଛି । ଏଥିରେ ବିଜେଡି ୪୩,୯୫୪ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୨୪୬୯୦ ଓ କଂଗ୍ରେସ ୧୦,୭୬୬ ଖଣ୍ଡ ଭୋଟ ପାଇଛି । ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୧୯ ହଜାର ୨ ଶହ ୬୪ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି ।

15:30 November 10

ଦ୍ବାଦଶ ରାଉଣ୍ଡରେ ଆଗୁଆ ବିଜେଡି ପ୍ରାର୍ଥୀ

ଜଗତସିଂହପୁର ତିର୍ତୋଲ ଉପନିର୍ବାଚନର ଦ୍ବାଦଶ ରାଉଣ୍ଡ ଗଣତି ଶେଷ ହୋଇଛି । ଏଥିରେ ବିଜେଡି ୪୦,୮୪୦ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୨୨୫୯୮ ଓ କଂଗ୍ରେସ ୧୦,୧୭୨ ଖଣ୍ଡ ଭୋଟ ପାଇଛି। ଏଥିରେ ମଧ୍ୟ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୧୮ହଜାର ୨ଶହ ୪୨ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।

15:19 November 10

ଏକାଦଶ ରାଉଣ୍ଡ ଗଣତି ଶେଷ, ଆଗୁଆ ବିଜେଡି

ଜଗତସିଂହପୁର ତିର୍ତୋଲ ଉପନିର୍ବାଚନ ଏକାଦଶ ରାଉଣ୍ଡ ଗଣତି ଶେଷ ହୋଇଛି । ଏଥିରେ ବିଜେଡି ୩୮,୦୪୩ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୨୦୫୯୨ ଓ କଂଗ୍ରେସ ୯,୪୯୧ ଖଣ୍ଡ ଭୋଟ ପାଇଛି। ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ଠାରୁ ୧୭ ହଜାର ୪ ଶହ ୫୧ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।

14:59 November 10

ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ଆଗୁଆ

ଜଗତସିଂହପୁର ତିର୍ତୋଲ ଉପନିର୍ବାଚନର ଦଶମ ରାଉଣ୍ଡ ଗଣତି ଶେଷ ହୋଇଛି। ବିଜେଡି ୩୫,୧୯୨ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୧୮୯୭୦ ଓ କଂଗ୍ରେସ ୮,୨୪୧ ଖଣ୍ଡ ଭୋଟ ପାଇଛି । ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ତାଙ୍କ ନିକଟତମ ପ୍ରତିଦ୍ବନ୍ଦି ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ଠାରୁ ୧୬ ହଜାର ୨ଶହ ୨୨ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।

14:00 November 10

ତିର୍ତ୍ତୋଲ ଉପନିର୍ବାଚନରେ 9ମ ରାଉଣ୍ଡ ଗଣତି ଶେଷ । ବିଜେଡିକୁ ସମୁଦାୟ 32,075 ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ 17,514 ଖଣ୍ଡ ଭୋଟ ଓ କଂଗ୍ରେସ 6,835 ଖଣ୍ଡ ଭୋଟ ପାଇଛି ।

13:18 November 10

ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ଆଗୁଆ

8ମ ରାଉଣ୍ଡ ଗଣତି ଶେଷ ହୋଇଛି। ବିଜେଡି 28,797ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି 15,776 ଓ କଂଗ୍ରେସ 5,547 ଖଣ୍ଡ ଭୋଟ ପାଇଛନ୍ତି। ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ, ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ଠାରୁ 13ହଜାର 21 ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।

12:58 November 10

7ମ ରାଉଣ୍ଡ ଶେଷରେ ବିଜେଡି ଆଗୁଆ

ତିର୍ତ୍ତୋଲ ଉପ ନିର୍ବାଚନର 7ମ ରାଉଣ୍ଡ ଗଣତି ଶେଷ । ବିଜେଡି 25,287 ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି 14,551 ଓ କଂଗ୍ରେସ 3,999 ଖଣ୍ଡ ଭୋଟ ପାଇଛି। ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ଠାରୁ 10ହଜାର 7ଶହ 36 ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।

12:31 November 10

ଷଷ୍ଠ ରାଉଣ୍ଡ ଗଣତି ଶେଷ । ଷଷ୍ଠ ରାଉଣ୍ଡ ଶେଷରେ ବିଜେଡିକୁ 21,996ଖଣ୍ଡ ଭୋଟ ମିଳିଛି। ସେପଟେ ବିଜେପିକୁ 13,882ଖଣ୍ଡ ଭୋଟ ମିଳିଛି । ସେହିପରି କଂଗ୍ରେସ 2790 ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛି । 

12:03 November 10

ପଞ୍ଚମ ରାଉଣ୍ଡରେ ଆଗରେ ବିଜେଡି

ତିର୍ତ୍ତୋଲ ଉପ ନିର୍ବାଚନର 5ମ ରାଉଣ୍ଡ ଗଣତି ଶେଷ ହୋଇଛି। ବିଜେଡି 18,397 ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି 11,997 ଓ କଂଗ୍ରେସ 2247 ଖଣ୍ଡ ଭୋଟ ପାଇଛନ୍ତି। ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ଠାରୁ 6ହଜାର 4ଶହ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।

11:34 November 10

4ର୍ଥ ରାଉଣ୍ଡ ଗଣତି ଶେଷ, ଆଗରେ ବିଜେଡି

ତିର୍ତ୍ତୋଲ ଉପ ନିର୍ବାଚନର 4ର୍ଥ ରାଉଣ୍ଡ ଗଣତି ଶେଷ ହୋଇଛି। ଏଥିରେ ବିଜେଡି 15131 ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି 9505 ଓ କଂଗ୍ରେସ 1935 ଖଣ୍ଡ ଭୋଟ ପାଇଛନ୍ତି। ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ଠାରୁ 5ହଜାର 6 ଶହ 26 ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।

10:58 November 10

ତୃତୀୟ ରାଉଣ୍ଡ ଶେଷରେ ବିଜେଡି ଆଗରେ

ତିର୍ତ୍ତୋଲ ଉପନିର୍ବାଚନରେ ବିଜେଡି ଆଗରେ ରହିଛି । ତୃତୀୟ ରାଉଣ୍ଡ ଶେଷରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ 11404 ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ରାଜ କିଶୋର ବେହେରା 6959 ଖଣ୍ଡ ଓ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକ 1677 ଖଣ୍ଡ ଭୋଟ ପାଇଛନ୍ତି । 

10:00 November 10

ଦ୍ବିତୀୟ ରାଉଣ୍ଡରେ ବିଜେଡି ଆଗୁଆ

ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ ଗଣନ୍ତି ଜାରି । ଦ୍ବିତୀୟ ରାଉଣ୍ଡରେ ଆଗରେ ବିଜେଡି । ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ 7867ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା 4557 ଓ କଂଗ୍ରେସର ହିଂମାଶୁ ମଲ୍ଲିକ 1057 ଖଣ୍ଡ ଭୋଟ ପାଇଛନ୍ତି । 

09:48 November 10

ପ୍ରଥମ ରାଉଣ୍ଡରେ ବିଜେଡି ଆଗୁଆ

ପ୍ରଥମ ରାଉଣ୍ଡରେ ବିଜେଡି ଆଗୁଆ
ପ୍ରଥମ ରାଉଣ୍ଡରେ ବିଜେଡି ଆଗୁଆ

ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ ଗଣନ୍ତି ଜାରି । ପ୍ରଥମ ରାଉଣ୍ଡରେ ଆଗରେ ବିଜେଡି । ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ 3825ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା 2774 ଓ କଂଗ୍ରେସର ହିଂମାଶୁ ମଲ୍ଲିକ 442 ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ସିପିଆଇ ପ୍ରାର୍ଥୀ 62 ଓ ସ୍ବାଧୀନ ପ୍ରାର୍ଥୀ ଗୋଲାପ ମଞ୍ଜରୀ 7 ଖଣ୍ଡ ଭୋଟ ପାଇଛନ୍ତି । 

08:04 November 10

ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ ଗଣିତ ଆରମ୍ଭ

ତିର୍ତ୍ତୋଲ: ଉପନିର୍ବାଚନ ଲାଗି ଆରମ୍ଭ ହୋଇଯାଇଛି ଭୋଟ ଗଣତି । ସକାଳ 8ଟାରୁ ଆରମ୍ଭ ହୋଇଛି କାଉଣ୍ଟିଂ । କଡା ସୁରକ୍ଷା ଭିତରେ ଏସଭିଏମ କଲେଜ ରେ ଚାଲିଛି ଭୋଟ ଗଣତି ।

Last Updated : Nov 10, 2020, 7:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.