ETV Bharat / state

ତିର୍ତୋଲ ଉପନିର୍ବାଚନ: ଦିନ 11ଟା ସୁଦ୍ଧା ମତଦାନ ହାର 24.93%

ଜଗତସିଂହପୁର ଜିଲ୍ଲା ତିର୍ତୋଲ ବିଧାନସଭା ଉପନିର୍ବାଚନରେ ମତଦାନ ମଧ୍ୟ ଜାରି ରହିଛି । ତେବେ ମଧ୍ୟାହ୍ନ 11 ଟା ସୁଦ୍ଧା ରଘୁନାଥପୁର, ବିରିଡି ଓ ତିର୍ତୋଲରେ ଆଶାତୀତ ଭାବେ କମ ରହିଛି । ଅଧିକ ଖବର ପଢନ୍ତୁ...

ତିର୍ତୋଲ ଉପନିର୍ବାଚନ, ଦିନ 12ଟା ସୁଦ୍ଧା ମତଦାନ ହାର 24.78%

author img

By

Published : Nov 3, 2020, 1:14 PM IST

ଜଗତସିଂହପୁର: ଆଜି ଚାଲିଛି ବିଧାନସଭା ଉପନିର୍ବାଚନ ପାଇଁ ମତଦାନ । ଜଗତସିଂହପୁର ଜିଲ୍ଲା ତିର୍ତୋଲ ବିଧାନସଭା ଉପନିର୍ବାଚନରେ ମତଦାନ ମଧ୍ୟ ଜାରି ରହିଛି । ତେବେ ମଧ୍ୟାହ୍ନ 11 ଟା ସୁଦ୍ଧା ରଘୁନାଥପୁର, ବିରିଡି ଓ ତିର୍ତୋଲରେ ଆଶାତୀତ ଭାବେ କମ ରହିଛି ।

ତିର୍ତୋଲ ଉପନିର୍ବାଚନ, ଦିନ 12ଟା ସୁଦ୍ଧା ମତଦାନ ହାର 24.78%

ସେଥିମଧ୍ୟରୁ ବିରିଡି ବ୍ଲକ ରେ 22 ପ୍ରତିଶତ ମତଦାନ ହୋଇଥିବା ବେଳେ ରଘୁନାଥପୁର ବ୍ଲକରେ 25 ପ୍ରତିଶତ ଓ ତିର୍ତୋଲ ବ୍ଲକ ରେ 25 ପ୍ରତିଶତ ମତଦାନ ହୋଇଛି । କୋରୋନା ପ୍ରଭାବ ଯୋଗୁଁ ଲୋକେ ମତଦାନ କରିବାକୁ ଆସୁନଥିବା ଦେଖିବାକୁ ମିଳିଛି । ତେବେ ଅପରାହ୍ନରେ ମତଦାନ ହାର ବଢିପରେ ବୋଲି ଆଶା କରାଯାଉଛି ।

ଜଗତସିଂହପୁର ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.