ETV Bharat / state

ଜଗତସିଂହପୁର ଲୋକସଭା ଆସନ; 3 ପର୍ଯ୍ୟବେକ୍ଷକ ନିଯୁକ୍ତ

ବୁଧବାର ଜଗତସିଂହପୁର ଲୋକସଭା ଆସନ ପାଇଁ ମୁଖ୍ୟ ନିର୍ବାଚନ କମିସନର ଏହି ନିଯୁକ୍ତି କରିଛନ୍ତି । ତେବେ ଜଗତସିଂହପୁର ଜିଲ୍ଲାରେ ଗୋଟିଏ ଲୋକସଭା ଆସନ ନିମନ୍ତେ ଭରତୀୟ ନିର୍ବାଚନ କମିସନର ୨ଜଣ ସାଧାରଣ ପର୍ଯ୍ୟବେକ୍ଷକ ଓ ଜଣେ ପୋଲିସ୍ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି।

ଫଟୋ ସୌଜନ୍ୟ: ପ୍ରତିନିଧି,  ଜଗତସିଂହପୁର
author img

By

Published : Apr 11, 2019, 12:02 AM IST

ଜଗତସିଂହପୁର: ଜିଲ୍ଲା ଲୋକସଭା ଆସନ ପାଇଁ ତିନି ପର୍ଯ୍ୟବେକ୍ଷକ ନିଯୁକ୍ତ। ବୁଧବାର ଜଗତସିଂହପୁର ଲୋକସଭା ଆସନ ପାଇଁ ମୁଖ୍ୟ ନିର୍ବାଚନ କମିସନର ଏହି ନିଯୁକ୍ତି କରିଛନ୍ତି। ତେବେ ଜଗତସିଂହପୁର ଜିଲ୍ଲାରେ ଗୋଟିଏ ଲୋକସଭା ଆସନ ନିମନ୍ତେ ଭରତୀୟ ନିର୍ବାଚନ କମିସନର ୨ଜଣ ସାଧାରଣ ପର୍ଯ୍ୟବେକ୍ଷକ ଓ ଜଣେ ପୋଲିସ୍ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ତେବେ ଜଗତସିଂହପୁର ଆସନ ଓ ପାରାଦୀପ, ତିର୍ତୋଲ( ସଂ) ବାଲିକୁଦା-ଏରସମା, ଏବଂ ଜଗତସିଂହପୁର ବିଧାନସଭା ଆସନପାଇଁ କୁମାର ରାଜିବୀ ରଞ୍ଜନଙ୍କୁ ନିଯୁକ୍ତି ମିଳିଥିବା ବେଳେ ଜଗତସିଂହପୁର ଲୋକସଭା ଆସନ ଅନ୍ତର୍ଗତ କାକଟପୁର, ନିମାପଡା, ଓ ନିଆଳି ନିର୍ବାଚନ ମଣ୍ଡଳୀ ପାଇଁ ଅନିସ ସେଖର ଓ ପୋଲିସ୍ ପର୍ଯ୍ୟବେକ୍ଷକ ଭାବେ ବିକାଶ କୁମାରଙ୍କୁ ନିଯୁକ୍ତି ମିଳିଛି।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.