ETV Bharat / state

ଟ୍ରେନ ଧକ୍କାରେ 3 ହରିଣ ମୃତ - deer were killed in the train crash

ଟ୍ରେନ ଧକ୍କାରେ 3 ହରିଣ ମୃତ । ଜଗତସିଂହପୁର ସଦର ବନ ବିଭାଗ ଅଧିନ ସାଲିଜଙ୍ଗା ନିକଟରେ ଦୁର୍ଘଟଣା ଘଟିଛି । ଅଧିକ ପଢନ୍ତୁ...

deer accident
ଟ୍ରେନ ଧକ୍କାରେ 3 ହରିଣ ମୃତ
author img

By

Published : Jan 31, 2021, 2:55 PM IST

Updated : Jan 31, 2021, 5:26 PM IST

ଜଗତସିଂହପୁର: ଟ୍ରେନ ଧକ୍କାରେ 3 ହରିଣ ମୃତ । ମୁଗ ଖାଇବାକୁ ଯାଉଥିବାବେଳେ ଦୁର୍ଘଟଣା । ଦୁର୍ଘଟଣାଟି ଜଗତସିଂହପୁର ସଦର ବନ ବିଭାଗ ଅଧିନ ସାଲିଜଙ୍ଗା ନିକଟରେ ଘଟିଛି ।

ସ୍ଥାନୀୟ ଫରେଷ୍ଟର ରାଜେନ୍ଦ୍ର ସାମନ୍ତ ରାୟଙ୍କ କହିବା ଅନୁସାରେ, ରଘୁନାଥପୁର ବ୍ଲକ ଧରତଙ୍ଗ ଜଙ୍ଗଲ ମଧ୍ୟରୁ ହରିଣ ଦଳ ସ୍ଥାନୀୟ ଅଞ୍ଚଳକୁ ମୁଗ ଖାଇବାକୁ ଯିବା ସମୟରେ କଟକରୁ ପାରାଦ୍ବୀପ ଯାଉଥିବା ଏକ ମାଲବାହୀ ଟ୍ରେନ ହରିଣ ପଲଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହରିଣ ପଲଙ୍କ ମୃତ୍ୟୁ ହୋଇଛି ।

ଟ୍ରେନ ଧକ୍କାରେ 3 ହରିଣ ମୃତ

ସେପଟେ, ଘଟଣା ବିଷୟରେ ଖବର ପାଇ ଜଗତସିଂହପୁର ବନ ବିଭାଗ ରେଞ୍ଜର ବଳରାମ ସାହୁ, ଫରେଷ୍ଟର ରଜେନ୍ଦ୍ର ସାମନ୍ତରାୟ ଘଟଣାସ୍ଥଳରେ ପହଞ୍ଚି ହରିଣର ମୃତଦେହ ଉଦ୍ଧାର କରିବା ସହ ତଦନ୍ତ କରୁଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Last Updated : Jan 31, 2021, 5:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.