ETV Bharat / state

ବିଭିନ୍ନ ଜଗନ୍ନାଥ ମନ୍ଦିରରେ ପ୍ରତିକାତ୍ମକ ରଥଯାତ୍ରା

author img

By

Published : Jul 13, 2021, 7:31 AM IST

ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରତିକାତ୍ମକ ଭାବେ ଶେଷ ହେଲା ଶ୍ରୀ ଗୁଣ୍ଡିଚା ଯାତ୍ରା । ବିଧିରକ୍ଷା ସ୍ବରୂପ ମନ୍ଦିର ଭିତରେ ହେଲା ସମସ୍ତ ନୀତିକାନ୍ତି । ଅଧିକ ପଢନ୍ତୁ....

ଜଗତସିଂହପୁର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ପ୍ରତିକାତ୍ମକ ରଥଯାତ୍ରା ଅନୁଷ୍ଠିତ

ଜଗତସିଂହପୁର: ଜିଲ୍ଲାର ବିଭିନ୍ନ ସ୍ଥାନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଗୁଣ୍ଡିଚା ଯାତ୍ରା କୋଭିଡ କଟକଣା ଯୋଗୁ ବନ୍ଦ ରହିଛି। କିନ୍ତୁ ବିଧି ପାଳନ ପୂର୍ବକ ମନ୍ଦିର ପରିସରରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ପତୀତପାବନଙ୍କୁ ବିଜେ କରାଇ ପୂଜାର୍ଚ୍ଚନା କରାଯାଇ ଥିଲା । ବିଧିରକ୍ଷା ଓ ପରମ୍ପରା ବଜାଇ ରଖିବାକୁ ଯାଇ ଏହା କରାଯାଇଥିବା କୁହାଯାଇଛି।

ଜିଲ୍ଲାର ପ୍ରାଚୀନ ଜଗନ୍ନାଥ ମନ୍ଦିର ଭାବେ ପରିଚିତ ସିଦଳର ଶ୍ରୀବଳଦେବ ଜୀଉ, ଧ୍ୟାନକୁଦ ଜଗନ୍ନାଥ ମନ୍ଦିର, ବିରସ ମହାନ୍ତି ଆଶ୍ରମ ,ସୁଭଦ୍ରା କ୍ଷେତ୍ର କୁଜଙ୍ଗ ଜଗନ୍ନାଥ ମନ୍ଦିରରେ ଶ୍ରୀ ଗୁଣ୍ଡିଚା ଯାତ୍ରା ବନ୍ଦ ରହିଥିବାବେଳେ ବିଧିରକ୍ଷା ଓ ପରମ୍ପରାକୁ ବଜାଇ ରଖିବା ପାଇଁ ମନ୍ଦିର ବେଢାରେ ନୀତିକାନ୍ତି ଅନୁଷ୍ଠିତ ହୋଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.