ETV Bharat / state

ଶିଶୁପୁତ୍ରର କିଡ୍‌ନୀ ଦାନ ଘଟଣାକୁ ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ ଆଇନଜୀବୀ - undefined

ଜଗତସିଂହପୁର ଇଶ୍ବରପୁର ଗ୍ରାମର ସୋମ୍ୟରଞ୍ଜନ ଲେଙ୍କାଙ୍କ ୬ ବର୍ଷର ଶିଶୁପୁତ୍ର ସୁଧାଂଶୁଙ୍କ ଅଙ୍ଗଦାନ ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଡ.ସୁଶାନ୍ତ କାନୁନଗୋ । ଅଧିକ ପଢନ୍ତୁ

Supreme Court lawyer dr susant kumar kanungo has questioned about jagatsinghpur babys kidney donation
ଶିଶୁପୁତ୍ରର କିଡ୍‌ନୀ ଦାନ ଘଟଣାକୁ ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ ଆଇନଜୀବୀ
author img

By

Published : Jul 18, 2022, 12:39 PM IST

ଜଗତସିଂହପୁର: ଶିଶୁର କିଡ୍‌ନୀ ଦାନ ଘଟଣାକୁ ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ ଆଇନଜୀବୀ । ବାଲିକୁଦା ବ୍ଲକ ଅନ୍ତର୍ଗତ ଇଶ୍ବରପୁର ଗ୍ରାମର ସୋମ୍ୟରଞ୍ଜନ ଲେଙ୍କାଙ୍କ ୬ ବର୍ଷର ଶିଶୁପୁତ୍ର ସୁଧାଂଶୁଙ୍କ ବ୍ରେନ ଡେଡ଼୍‌ ପରେ ଅଙ୍ଗଦାନ ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଡ. ସୁଶାନ୍ତ କାନୁନଗୋ । ସେ ଅଭିଯୋଗ କରିଛନ୍ତି ଯେ, ବାଲିକୁଦା ଅଞ୍ଚଳର ଏହି ଶିଶୁଟିର ଅଙ୍ଗଦାନ କରାଯିବାକୁ ନେଇ ସଠିକ ନିୟମ ପାଳନ କରାଯାଇଛି କି ନାହିଁ ଏହାର ତଦନ୍ତ ହେବା ଉଚିତ୍‌ ।

ଶିଶୁପୁତ୍ରର କିଡ୍‌ନୀ ଦାନ ଘଟଣାକୁ ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ ଆଇନଜୀବୀ

ଏହାକୁ ନେଇ ସେ ଜାତୀୟ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି । ସେ ଆହୁରି ପ୍ରଶ୍ନ ଉଠାଇଛନ୍ତି ଯେ, "୬ ବର୍ଷର ଶିଶୁ ଠାରୁ ଅଙ୍ଗ କାଢ଼ିବାବେଳେ CWCର ଅନୁମତି ଆବଶ୍ୟକ ପଡିଥାଏ, ତାହା ନିଆ ଯାଇଛି କି ? ଶିଶୁର ପିତାମାତା SCB ମେଡିକାଲରେ କିଡ୍‌ନୀ ଦାନ କରିଥିଲେ । ମାତ୍ର କ'ଣ ପାଇଁ ଘରୋଇ ହସ୍ପିଟାଲରେ ଏହାକୁ ପ୍ରତ୍ୟାରୋପଣ କରାଗଲା ?"

ଇଟିଭି ଭାରତ, ଜଗତସିଂହପୁର

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.