ETV Bharat / state

ଇଫକୋ ସହାୟତାରେ ସ୍କୁଲ ପୁନରୁଦ୍ଧାର, ଲୋକାର୍ପଣ କଲେ କର୍ତ୍ତୃପକ୍ଷ

ଇଫକୋ ସହାୟତାରେ ସ୍କୁଲ ପୁନରୁଦ୍ଧାର । ଲୋକାର୍ପଣ କଲେ ଇଫକୋ କର୍ତ୍ତୃପକ୍ଷ । ବିଭିନ୍ନ ମହଲରେ ଏପରି ପଦକ୍ଷେପକୁ କରାଗଲା ପ୍ରଶଂସା । ଅଧିକ ପଢନ୍ତୁ...

school building inaugurated by iffco chief in jagatsinghpur
ଇଫ୍କୋ ସହାୟତାରେ ସ୍କୁଲ ପୁନରୁଦ୍ଧାର, ଲୋକାର୍ପଣ କଲେ ଇଫ୍କୋ କର୍ତ୍ତୃପକ୍ଷ
author img

By

Published : Mar 6, 2021, 6:17 PM IST

ଜଗତସିଂହପୁର : ପାରାଦୀପ-ବାଲିଝରା ବସ୍ତିରେ ଥିବା ଏକ ଜରାଜୀର୍ଣ୍ଣ ସ୍କୁଲକୁ ପୁନରୁଦ୍ଧାର କରିଛି ଇଫକୋ । ଏହି ସ୍କୁଲରେ 400 ଶହରୁ ଅଧିକ ପିଲା ପାଠ ପଢ଼ୁଥିବା ବେଳେ ମାତ୍ର ଦୁଇଟି ଶ୍ରେଣୀ ଗୃହ ରହିଥିଲା। ଛାତ୍ରଛାତ୍ରୀମାନେ ସ୍କୁଲ ଗୃହ ନଥିବାରୁ ଗଛ ମୂଳେ ପାଠ ପଢୁଥିଲେ। ଏହା ଜଣାପଡିବା ପରେ ଇଫକୋ ପକ୍ଷରୁ ସ୍କୁଲ ପନରୁଦ୍ଧାର କାର୍ଯ୍ୟ ହାତକୁ ନିଆଯାଇଥିଲା। ଇଫକୋ ପାରାଦୀପ ୟୁନିଟ ପକ୍ଷରୁ ସିଏସଆର ଫଣ୍ଡରେ ଏକ ବିଲ୍ଡିଂ ନିର୍ମାଣ କରାଯାଇଥିଲା।

ଇଫ୍କୋ ସହାୟତାରେ ସ୍କୁଲ ପୁନରୁଦ୍ଧାର, ଲୋକାର୍ପଣ କଲେ ଇଫ୍କୋ କର୍ତ୍ତୃପକ୍ଷ

ଏହାକୁ ଆଜି (ଶନିବାର) ଇଫକୋ ମୁଖ୍ୟ କେ ଜେ ପଟେଲ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଲୋକାର୍ପଣ କରିଛନ୍ତି। କମ୍ପାନୀର ଏହି କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ଇଫ୍କୋ ମାନବ ସମ୍ବଳ ଅଧିକାରୀ ପ୍ରସନ୍ନ କୁମାର ବେଉରାଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.