ETV Bharat / state

ଗ୍ରାମ୍ୟ ଉନ୍ନୟନ ସଚିବ ପ୍ରଦୀପ ଜେନାଙ୍କ ଜଗତସିଂହପୁର ଗସ୍ତ - ପ୍ରଦୀପ ଜେନା

ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଚାନକ ଜିଲ୍ଲା ଗସ୍ତ । ସ୍କୁଲ ଗସ୍ତ ସହ ବିଭିନ୍ନ ସରକାରୀ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

jagatasingpur
author img

By

Published : Oct 15, 2019, 11:42 PM IST

Updated : Oct 16, 2019, 7:01 AM IST

ଜଗତସିଂହପୁର: ଆଜି ଅପରାହ୍ନରେ ଅଚାନକ ଭାବେ ଜିଲ୍ଲାଗସ୍ତ କରିଛନ୍ତି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ ଜେନା । ସେ ଅପରାହ୍ନରେ ଜଗତସିଂହପୁରରେ ପହଁଛି ବିଭିନ୍ନ ସ୍କୁଲକୁ ଯାଇ ପିଲାମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ।

ସ୍କୁଲ ଛାତ୍ରଛାତ୍ରୀଙ୍କ ଗହଣରେ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ ଜେନା

ବାଲିକୁଦା, ଏରସମା ନାଉଁଗାଁ ଆଦି ସ୍ଥାନରେ ପହଁଛି ବିଭିନ୍ନ ସରକାରୀ କାର୍ଯ୍ୟକୁ ସମୀକ୍ଷା କରିଥିଲେ । ପରେ ସନ୍ଧ୍ୟା ୮ ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସରକାରଙ୍କ 5T ଯୋଜନା କିପରି କାର୍ଯ୍ୟକାରୀ ହେଉଛି ତାହା ବିଭିନ୍ନ ଅଧିକାରୀଙ୍କ ଠାରୁ ପଚାରି ବୁଝିଥିଲେ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର ଇଟିଭି ଭାରତ

Intro:ଜଗତସିଂହପୁର, ଆଜି ଅପରାହ୍ନରେ ଅଚାନକ
ଭାବେ ଜିଲାଗ୍ରସ୍ଥ କରିଛନ୍ତି, ରାଜ୍ୟ ଗ୍ରାମ୍ୟ ଉର୍ନୟନ ବିଭାଗ ର ପ୍ରମୁଖ ଶାସନ ସଚିବ ପ୍ରଦୀପ ଯେନା।ସେ ଅପରାହ୍ନରେ ଜଗତସିଂହପୁର ରେ ପହଁଛି ବିଭିନ୍ନ ସ୍କୁଲରେ ପହଛି ପିଲାମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ପରେ ବାଲିକୁଦା ,ଏରସମା ନାଉଁଗାଁ ଅାଦି ସ୍ଥାନରେ ପହଁଛି ବିଭିନ୍ନ ସରକାରୀ କାର୍ଯ୍ୟକୁ ସମିଖ୍ୟା କରିଥିଲେ , ପରେ ସନ୍ଧ୍ୟା ୮ ଟା ରେ ଜିଲାପାଳ ଙ୍କ କାର୍ଯ୍ୟଳୟର ସଦଦ୍ଭବନା ସଭାଗୃହରେ ଜିଲାର ବରିଷ୍ଠ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ।ସରକାରଙ୍କ ୫ଟି ଯୋଜନା କିପରି କାର୍ଯ୍ୟକାରୀ ହେଉଛି ତାହା ବିଭିନ୍ନ ଅଧିକାରୀ ଙ୍କ ଠାରୁ ପଚାରି ବୁଝିଥିଲେ।Body:Formant AVO Conclusion:Report _susanta patra
Jagatsinghpur
Last Updated : Oct 16, 2019, 7:01 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.