ETV Bharat / state

୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଷୀମୃତ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଜଗତସଂହପୁର ଜିଲ୍ଲା ଏରସମା ଅଞ୍ଚଳରେ 11 କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଷୀଙ୍କ ମୃତ୍ୟୁ ଘଟିଛି । ଏହି ଖବର ପ୍ରସାରିତ ହେବାପରେ ଉତ୍ୟକ୍ତ ଜନତା ୫୫ନଂ ଜାତିୟ ରାଜପଥ କୁ ଅବରୋଧ କରିବା ସହ ଏରସମା ସେସୁ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି।

ଫଟୋ ସୌଜନ୍ୟ : ପ୍ରତିନିଧି,ଜଗତସିଂହପୁର
author img

By

Published : Sep 14, 2019, 9:34 PM IST

ଜଗତସିଂହପୁର: ଏରସମା ଥାନା ଅନ୍ତର୍ଗତ ପୋଖରିପୋଡା ଗ୍ରାମର ଚାଷୀ ନିଳମଣି ସାହୁ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି । ସେ ନିକଟସ୍ଥ ସୁମୁହାଳି ଠାରେ ନିଜ ଜମିରେ ଚାଷ କରୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗିରହିଛି ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ଜଗତସିଂହପୁର

ସୂଚନା ଅନୁସାରେ ଚାଷୀ ନିଳମଣୀ ନିଜ ଚାଷ ଜମିରେ ଚାଷ କରୁଥିବା ସମୟରେ ହଠାତ ୧୧କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଖବର ପ୍ରସାରିତ ହେବାପରେ ସ୍ଥାନୀୟ ଅଞ୍ଚଳର ଲୋକେ ୫୫ନଂ ଜାତିୟ ରାଜପଥକୁ ଅବରୋଧ କରିଛନ୍ତି । ଏହା ସହ ଏରସମା ସେସୁ କାର୍ଯ୍ୟାଳୟରେ ଭଙ୍ଗାରୁଜା ମଧ୍ୟ କରିଛନ୍ତି ।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଘୋର ଉତ୍ତେଜନା ଦେଖାଦେଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ଜାରି ରଖିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ପୋଖରିପୋଡା ଗ୍ରାମର ନିଳମଣିସାହୁ ନାମକ ଜଣେଚାଷୀ ନିକଟସ୍ତ ସୁମୁହାଳି ନିକଟରେ ନିଜ ଜମିରେ ଚାଷ କରୁଥିବା ସମୟରେ ୧୧ କେଭି ବିଦ୍ୟୁତ ସ୍ପର୍ଶରେ ଆସି ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ତାନିୟ ଅଚଂଳରେ ଉତ୍ତଜନା ଲାଗିଛି। ସୂଚନା ଅନୁସାରେ ଚାଷୀ ନିଳମଣୀ ନିଜ ଚାଷଜମୀରେ ଚାଷ କରୁଥିବା ସମୟରେ ହଟାତ୍ ୧୧କେଭି ବିଦ୍ୟୁତ ସ୍ପର୍ସରେ ଆସି ଯାଇଥିଲେ। ଫଳରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଏହି ଖବର ପ୍ରସାରିତ ହେବାପରେ ସ୍ତାନିୟ ଲୋକେ ୫୫ନଂ ଜାତିୟ ରାଜପଥ କୁ ଅବରୋଧ କରିବା ସହ ଏରସମା ସେସୁ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି। ମୃତ ନିଳମଣୀ ଅତି ଗରିବ ପରିବାରର ହୋଇଥିବା ବେଳେ ସେ ପରିବାରରେ ଏକମାତ୍ର ରୋଜଗାର ଖ୍ୟମ ଥିଲେ। ତାଙ୍କ ମୃତ୍ୟୁରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ସ୍ତାନିୟ ଅଚଂଳରେ ଉତ୍ତଜନା ଲାଗିରହିଛି। ପୋଲିସ ପହଛି ଲୋକଙ୍କୁ ବୁଝାସୁଝା ଜାରି ରଖିଛିBody:Formant AVO
Susanta Kumar patra Jagatsinghpur Conclusion:Formant AVO
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.