ETV Bharat / state

ପାରାଦୀପ ଟ୍ରଲର ବୁଡି ଘଟଣା, ଜଣଙ୍କ ମୃତଦେହ ଉଦ୍ଧାର - paradip troller boat accident

ପାରାଦୀପରେ ମହାନଦୀ ମୁହାଣ ନେହେରୁ ବଙ୍ଗଳା ନିକଟରେ ଟ୍ରଲର ବୁଡି ଘଟଣା । ନିଖୋଜ ଥିବା 3 ଧିବରଙ୍କ ମଧ୍ୟରୁ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିବାବେଳେ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଏବେବି ଜଣେ ନିଖୋଜ ଅଛନ୍ତି ।

ଫାଇଲ ଫଟୋ
author img

By

Published : Oct 9, 2019, 12:08 PM IST

ପାରାଦୀପ: ମହାନଦୀ ମୁହାଣ ନେହେରୁ ବଙ୍ଗଳା ନିକଟରେ ଟ୍ରଲର ବୁଡି ଘଟଣା । ନିଖୋଜ ଥିବା 3 ଧିବରଙ୍କ ମଧ୍ୟରୁ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିବାବେଳେ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଏବେବି ଜଣେ ନିଖୋଜ ଅଛନ୍ତି ।

ଗତକାଲି ସମୁଦ୍ରରୁ ମାଛମାରି ଫେରୁଥିବା ସମୟରେ ମହାନଦୀ ମୁହାଣ ନିକଟରେ ଟ୍ରଲରଟି ଢେଉମାଡରେ ବୁଡି ଯାଇଥିଲା । ଫଳରେ ଏଥିରେ ଥିବା 5ଜଣ ଧିବର ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ 2 ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ 3 ଜଣ ନିଖୋଜ ହୋଇଯାଇଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ତେବେ ବିଳମ୍ବିତ ରାତିରେ ସମୁଦ୍ରରୁ ମାଛ ମାରି ଆସୁଥିବା ଏକ ବୋଟ୍ ନିଖୋଜ ଲକ୍ଷ୍ମୀଧର ଦାସଙ୍କୁ ଦେଖି ଉଦ୍ଧାର କରିଥିଲା । ସେହିପରି ପାରାଦୀପ ଲାଇଟ୍ ହାଉସ୍ ନିକଟରେ ମତ୍ସ୍ୟଜୀବୀ ସନ୍ତୋଷ ଦାସଙ୍କ ମୃତଦେହ ଉଦ୍ଧାର କରାଯାଇଛି । ହେଲେ ଏବେବି ମତ୍ସ୍ୟଜୀବୀ ରମାକାନ୍ତ ଦାସ ନିଖୋଜ ରହିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ପାରାଦ୍ବୀପ ନେହୁରବଙ୍ଗଳା ମୁହାଁଣରେ ବୋଟବୁଡି୩ ଜଣ ମସ୍ଛଜୀବୀ ନିଖୋଜ ଘଟଣାରେ ଆଜି ଜଣେ ଜିବୀତ ଉଦ୍ଧାର ହୋଇଥିବା ବେଳେ ଜଣଙ୍କ ମୃତଦେହ ଉଧାର ହୋଇଛି।ଏବେବି ଜଣଙ୍କ ପତା ମିଳିପାରି ନାହିଁ। ଗତକାଲି ସମୁଦ୍ରରୁ ମାଛମାରୀ ଫେରୁଥିବା ସମୟରେ ମହାନଦୀ ମୁହାଁଣ ନିକଟରେ ବୋଟଟି ଢେଉମାଡରେ ବୁଡି ଯାଇଥିଲା।ଫଳରେ ଏଥିରେ ଥିବା ୫ଜଣ ମସ୍ଛଜୀବି ଭାସିିଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ଙ୍କୁ ଉଧାର କରାଯାଇଥିବା ବେଳେ ୩ ଜଣ ନିଖୋଜ ହୋଇଯାଇଥିଲେ।ତେବେ ବିଳମ୍ବିତ ରାତ୍ରରେ ସମୁଦ୍ରରୁ ମାଛମାରୀ ଆସୁଥିବା ଏକବୋଟ୍ ନିଖୋଜ ଲଖ୍ମୀଧର ଦାସ ଙ୍କୁ ଦେଖି ଉଧାର କରିଥିଲା। ସେହିପରି ପାରାଦୀପ ଲାଇଟ୍ ହାଉସ୍ ନିକଟରେ ମସ୍ଛଜୀବି ସନ୍ତୋଷ ଦାସଙ୍କ ମୃତଦେହ ଉଧାର କରାଯାଇଛି। ମାତ୍ର ନିଖୋଜ ଅନ୍ୟଜଣେ ମସ୍ଛଜୀବୀ ରମାକାନ୍ତଦାସ ଏବେବି ନିଖୋଜ ଥିବା ନେହୁର ବଙ୍ଗଳା ମେରଇନି ଆଇ ଆଇ ସି ପ୍ରଦିପ୍ତ ସାମଲ ସୂଚନା ଦେଇଛନ୍ତି। Body:ଫଲପ୍ ପାରାଦ୍ବୀପ ବୋଟ୍ ବୁଡି,Conclusion:Report Susanta Kumar patra Jagatsinghpur
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.