ETV Bharat / state

ବଜ୍ରାଘାତରେ ବୃଦ୍ଧଙ୍କ ମୃତ୍ୟୁ

author img

By

Published : Jun 1, 2022, 5:49 PM IST

ଜଗତସିଂହପୁରରେ ବଜ୍ରାଘାତ ଯୋଗୁଁ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ଗୋରୁ ଚରାଇବା ପାଇଁ ଯାଇଥିବାବେଳେ ହୋଇଥିଲେ ବଜ୍ରାଘାତର ଶିକାର । ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତ ଘୋଷଣା କଲେ ଡାକ୍ତର । ଅଧିକ ପଢନ୍ତୁ

ବଜ୍ରାଘାତରେ ବୃଦ୍ଧଙ୍କ ମୃତ୍ୟୁ
ବଜ୍ରାଘାତରେ ବୃଦ୍ଧଙ୍କ ମୃତ୍ୟୁ

ଜଗତସିଂହପୁର: ବଜ୍ରାଘାତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଫୁଲବେଲାରୀ ଗାଁରେ ଅଘଟଣ । ଗୋରୁ ଚରାଇ ଯାଇଥିବାବେଳେ ବଜ୍ରାଘାତରେ ମୃତ୍ୟୁ ।

ସୂଚନା ମୁତାବକ ଫୁଲବେଲାରୀ ଗାଁର ମାଗୁ ଖଣ୍ଡୁଆଳ ଗୋରୁ ଚରାଇବା ପାଇଁ ଯାଇଥିବାବେଳେ ବଜ୍ରାଘାତରେ ଗୁରୁତର ହୋଇଥିଲେ । ତେବେ ତାଙ୍କୁ ସଂକଟାପନ୍ନ ଅବସ୍ଥାରେ ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.