ETV Bharat / state

ନର୍ସ ନିହାରିକା ହତ୍ୟା ମାମଲା: ପୁଣି ରିମାଣ୍ଡରେ ଯାଇପାରେ ଅଭିଯୁକ୍ତ - ଜଗତସିଂହପୁର ଖବର

ବହୁଚର୍ଚ୍ଚିତ ନର୍ସ ନିହାରିକା ପାତ୍ର ହତ୍ୟା ମାମଲାର ଅଧିକ ତଥ୍ୟ ହାସଲ କରିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛି ଜଗତସିଂହପୁର ଓ ବିରିଡି ପୋଲିସ । ଗତକାଲି ବିଳମ୍ବିତ ରାତିରେ ରାଜାର ବନ୍ଧୁ ସୁନିଲର କଟକ ଚାଉଳିଆଗଞ୍ଜ ଭଡାଘରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତନାଘନା କରିଛନ୍ତି।

ଫଟୋ ସୌଜନ୍ୟ- ପ୍ରତିନିଧି, ଜଗତସିଂହପୁର
author img

By

Published : Sep 25, 2019, 12:08 PM IST

ଜଗତସିଂହପୁର: ବହୁଚର୍ଚ୍ଚିତ ନର୍ସ ନିହାରିକା ପାତ୍ର ହତ୍ୟା ମାମଲାର ଅଧିକ ତଥ୍ୟ ହାସଲ କରିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛି ଜଗତସିଂହପୁର ଓ ବିରିଡି ପୋଲିସ । ଅଭିଯୁକ୍ତ ପ୍ରେମିକ କିଶୋର ଓରଫ ରାଜାକୁ ୩ ଦିନ ରିମାଣ୍ଡରେ ନେଇଥିଲା । ମାତ୍ର ନିହାରିକା ମୃତ୍ୟୁର ଅଧିକ ରହସ୍ୟ ଉନ୍ମୋଚନ ପାଇଁ ପୋଲିସ ଏଘଟଣାରେ ଆହୁରି ଅଧିକ ଖୋଳତାଡ କରିଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଜଗତସିଂହପୁର

ଗତକାଲି ବିଳମ୍ବିତ ରାତିରେ ରାଜାର ବନ୍ଧୁ ସୁନିଲର କଟକ ଚାଉଳିଆଗଞ୍ଜ ଭଡାଘରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତନାଘନା କରିଛି। ଏପରିକି ରାଜା କିପରି ନିହାରିକାକୁ ନର୍ସିଂହୋମ ରୁ ଆଣିଲା, କିପରି ହତ୍ୟାକରି ବିଲୁଆ ଖାଇ ନଦୀ ପଠାରେ ପକାଇଲା ତାହାର ଡେମୋ ଦେଖାଇଛି ଅଭିଯୁକ୍ତ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର, ବହୁଚର୍ଚ୍ଚିତ ନିହାରିକା ପାତ୍ର ହତ୍ୟା ମାମଲାର ଅଧିକ ତଥ୍ୟ ହାସଲ କରିବା ପାଇଁ ଯୋରଦାର ଉଦ୍ୟମ ଆରମ୍ଭ କରିଛି ଜଗତସିଂହପୁର ଓ ବିରିଡି ପୋଲିସ୍। ଅଭିଯୁକ୍ତ ପ୍ରେମିକ କିସୋର ଓରଫ ରାଜା କୁ ୩ ଦିନ ରିମାଣ୍ଡ ରେ ନେବାପରେ ନିହାରିକା ମୃତ୍ୟୁର ଅଧିକ ରହସ୍ୟ ଉନ୍ମୋଚନ ପାଇଁ ଗତକାଲି ବିଳମ୍ବିତ ରାତ୍ରରେ ରାଜାର ବନ୍ଧୁ ସୁନିଲ ର କଟକ ଚାଉଳିଆ ଗଭଡାଘରେ ପୋଲିସ ଓ ସାଇଣ୍ଟି୍ ଫିକ୍ଟି ଟିମ୍ ପହଚି ପରିଖ୍ୟା ନିରିଖ୍ୟା ଆରମ୍ଭ କରିଛନ୍ତି। ଏପରିକି ରାଜା କିପରି ନିହାରିକା କୁ ନର୍ସିଂହୋମ ରୁ ଆଣିଲା, କିପରି ହତ୍ୟାକରି ବିଲୁଆ ଖାଇ ନଦୀ ପଠାରେ ପକାଇଲା ତାହାର ଡେମୋ ପୋଲିସ୍ ଅଭିଯୁକ୍ତକୁ ନେଇ କରିଥିବା ବେଳେ ଆଉ ଅନେକ ରହସ୍ୟ ଖୋଲିବା କୁ ପୋଲିସ ପ୍ରୟାସ ଜାରି ରଖିଛି Body:Report Susanta Kumar patra Jagatsinghpur Conclusion:Formant AVO
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.