ETV Bharat / state

ଜିଲ୍ଲାପାଳଙ୍କୁ ଘେରିଲା ନବନିର୍ମାଣ କୃଷକ ସଂଗଠନ

ଜଗତସିଂହପୁର ଜିଲ୍ଲା ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଶୁକ୍ରବାର ଅପରାହ୍ନରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସାମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସରକାର ଓ ଜିଲ୍ଲା ପ୍ରଶାସନ ଚାଷୀ ମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

ଜିଲ୍ଲାପାଳଙ୍କୁ ଘେରିଲା ନବନିର୍ମାଣ କୃଷକ ସଂଗଠନ
ଜିଲ୍ଲାପାଳଙ୍କୁ ଘେରିଲା ନବନିର୍ମାଣ କୃଷକ ସଂଗଠନ
author img

By

Published : Jul 10, 2020, 9:20 PM IST

ଜଗତସିଂହପୁର: ଜିଲ୍ଲାପାଳଙ୍କୁ ଘେରିଲା ନବନିର୍ମାଣ କୃଷକ ସଂଗଠନ । ଜଗତସିଂହପୁର ଜିଲ୍ଲା ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ଅପରାହ୍ନରେ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସାମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଜିଲ୍ଲାପାଳଙ୍କୁ ଘେରିଲା ନବନିର୍ମାଣ କୃଷକ ସଂଗଠନ

ନବନିର୍ମାଣ କୃଷକ ସଂଗଠନ ସଂଗଠନ ପକ୍ଷରୁ କୌଣସି ସୂଚନା ଦିଆନଯାଇ ସଂଗଠନ କିଛି କର୍ମକର୍ତ୍ତା ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପାଖରେ ଛପି ରହିଥିଲେ । ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ନିଜ ଆବାସିକ କାର୍ଯ୍ୟାଳୟରୁ ବାହାରି କାର୍ଯ୍ୟାଳୟକୁ ଯିବା ସମୟରେ ଆଗରୁ ଛପି ରହିଥିବା ନବନିର୍ମାଣ କୃଷକ ସଂଗଠନର କେତେକ କର୍ମକର୍ତ୍ତା ଜିଲାପାଳଙ୍କ ଗାଡି ଆଗରେ ଶୋଇ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସରକାର ଓ ଜିଲ୍ଲା ପ୍ରଶାସନ ଚାଷୀ ମାନଙ୍କୁ ଅଣଦେଖା କରୁଛି । ବାତ୍ୟା ଫନି ହେଉ କି ଅମ୍ପାନ ଏଥିରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ସହାୟତା ଆଜି ପର୍ଯ୍ୟନ୍ତ ଦିଆଯାଇନାହିଁ । ଏହାର ପ୍ରତିବାଦ କରି ଜିଲ୍ଲାପାଳ ଙ୍କୁ ସଂଗଠନ ଶୁକ୍ରବାର ଘେରାଉ କରିଥିବା ସଂଗଠନ ପକ୍ଷରୁ କୁହାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.