ETV Bharat / state

ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ନବ ନିର୍ମାଣ କୃଷକ ସଙ୍ଗଠନର ପ୍ରେସମିଟ

ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜଗତସିଂହପୁରରେ ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ସାମ୍ବାଦିକ ସମ୍ମିଳନୀ । ଅଧିକ ପଢନ୍ତୁ...

author img

By

Published : Mar 4, 2021, 10:42 PM IST

Updated : Mar 4, 2021, 10:51 PM IST

ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ନବ ନିର୍ମାଣ କୃଷକ ସଙ୍ଗଠନର ପ୍ରେସମିଟ
ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ନବ ନିର୍ମାଣ କୃଷକ ସଙ୍ଗଠନର ପ୍ରେସମିଟ

ଜଗତସିଂହପୁର: ଜିଲ୍ଲା ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ମଣ୍ଡି ଅବ୍ୟବସ୍ଥାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସରକାର ଓ ଜିଲା ପ୍ରଶାସନ ଉପରେ ବର୍ଷିଛନ୍ତି । ଜଗତସିଂହପୁର ମଣ୍ଡିରେ ବହୁ ଅବ୍ୟବସ୍ଥା ଥିବା ନେଇ ଅଭିଯୋଗ କରିଛି ନବ ନିର୍ମାଣ କୃଷକ ସଙ୍ଗଠନ । ଟୋକନ ପାଇଥିଲେ ମଧ୍ୟ ଦିନ ଦିନ ଧରି ମଣ୍ଡିରେ ଚାଷୀ ଧାନକୁ ପକାଇ ରଖୁଛି ।

ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଅନେକ ଚାଷୀ ଟୋକନ ପାଇ ଅବଧି ସରିବାକୁ ବସିଲାଣି କିନ୍ତୁ ଧାନ ବିକ୍ରି ହୋଇପାରୁ ନାହିଁ । ଚାଷୀର ବଳକା ଧାନ ଚାଷୀ ଧରି ଶାଗମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛି । ତୁରନ୍ତ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଟୋକନର ଅବଧି ବଢାଇବା ସହ ଚାଷୀର ବଳକା ଧାନକୁ ସଂଗ୍ରହ କରିବାକୁ ସଙ୍ଗଠନ ଦାବି କରିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Mar 4, 2021, 10:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.