ETV Bharat / state

ନବନିର୍ମାଣ କୃଷକ ସଂଗଠନର ବିକ୍ଷୋଭ ଉଦଯାପିତ - କାଳିଆ ଯୋଜନାରୁ ବଞ୍ଚିତ ଚାଷୀ

ଜଗତସିଂହପୁରରେ କାଳିଆ ଯୋଜନାରୁ ବଞ୍ଚିତ ଚାଷୀଙ୍କୁ ସାମିଲ କରିବା ପାଇଁ ନବନିର୍ମାଣ କୃଷକ ସଂଗଠନର ବିକ୍ଷୋଭ ପ୍ରଦର୍ଶନ ।

naba-nirmana-krusaka-sangathana-protest-in-jagatsinghpur-district
ଫଟୋ ସୌଜନ୍ୟ : ପ୍ରତିନିଧି, ଜଗତସିଂହପୁର
author img

By

Published : Nov 29, 2019, 6:39 PM IST

ଜଗତସିଂହପୁର: ଦୀର୍ଘ ସାତଦିନ ଧରି ଚାଲୁଥିବା ନବନିର୍ମାଣ କୃଷକ ସଂଗଠନର ପ୍ରତିବାଦ ରାଲି ଜଗତସିଂହପୁରରେ ଉଦଯାପିତ ହୋଇଛି । କାଳିଆ ଯୋଜନାରୁ ବଞ୍ଚିତ ଚାଷୀଙ୍କୁ ସାମିଲ କରିବାପାଇଁ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଜଗତସିଂହପୁର

ଜଗତସିଂହପୁରରେ ନବନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା ମାନେ ଟାଉନ ହଲ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହିତ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ସରକାରଙ୍କ କାଳିଆ ଯୋଜନା ବିଷୟରେ ଆଲୋଚନା କରିଥିଲେ ।

ରାଜ୍ୟ ସରକାର ୫୧ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ କରିଛନ୍ତି କିନ୍ତୁ ବଳକା ୨୪ ଲକ୍ଷ୍ୟ ଚଷୀଙ୍କୁ କାଳିଆ ଯୋଜନାରୁ କାହିଁକି ବଞ୍ଚିତ କରାଗଲା ବୋଲି ପ୍ରଶ୍ନ କରିଛି ସଂଗଠନ । ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଦିର୍ଘ ସାତଦିନ ଧରି ଚାଲୁଥିବା ନବନିର୍ମାଣ କୃଷକସଂଗଠନର ପ୍ରତିବାଦ ରାଲି ଆଜି ଜଗତସିଂହପୁର ରେ ଉଯାପିତ ହୋଇଛି। ନବନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା ମନେ ଟାଉନ ହଲ ନିକଟରୁ ଏକ ସୋଭାଯାତ୍ରାରେ ବାହାରି ଜିଲାପାଳ ଙ୍କ କାର୍ଯ୍ୟାଳୟ ସମୁଖ ରେ ଧାରଣାରେ ବସିବା ସହିତ ସରକାର ଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ।ସରକାର ୫୧ ଲଖ୍ୟ ଚାଷୀ ଙ୍କୁ କାଳିଆ ଯୋଜନାରେ ସାମିଲ୍ କରିଥିବା ବେଳେ କଣ ପାଇ ଆଉ୨୪ ଲଖ୍ୟ ଚଷୀ ଙ୍କୁ କଳିଆ ଯୋଜନା ରୁ ବଚିଂତ କରାଗଲା ଏହାକୁ ନେଇ ପ୍ରଶ୍ନ କରିଥିଲେ। ସଂଗଠନ ପଖ୍ୟରୁ ସରକାରଙ୍କୁ ଏକ ସ୍ମରକ ପତ୍ର ଜିଲାପାଳ ଙ୍କ ଜରିଆରେ ଦିଆଯାଇଥିଲା।Body:Formant AVO Conclusion:Report Susanta patra Jagatsinghpur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.