ETV Bharat / state

500ରୁ ଊର୍ଦ୍ଧ୍ବ ଥର ରକ୍ତଦାନ କରିଥିବା ମାନବ ପ୍ରେମୀଙ୍କ ବିୟୋଗରେ ଶୋକ - Ajay kumar biswal death

ଜଗତସିଂହପୁର ଜିଲ୍ଲାର ଜଣାଶୁଣା ସ୍ୱେଚ୍ଛାସେବୀ ତଥା ତାଙ୍କ ଜୀବନକାଳ ମଧ୍ୟରେ 500 ରୁ ଅଧିକ ଥର ରକ୍ତଦାନ କରିଥିବା ମାନବ ପ୍ରେମୀ ଅଜୟ କୁମାର ବିଶ୍ବାଳଙ୍କ ବିୟୋଗ ହୋଇଛି । ତାଙ୍କର ଦେହାନ୍ତରେ ସାରସ୍ବତ ପରିଷଦ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଶୋକଶଭା ଅନୁଷ୍ଠିତ ହୋଇଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

500ରୁ ଊର୍ଦ୍ଧ ଥର ରକ୍ତଦାନ କରିଥିବା ମାନବ ପ୍ରେମୀଙ୍କ ବିୟୋଗରେ ଶୋକ

author img

By

Published : Sep 25, 2020, 9:26 PM IST

ଜଗତସିଂହପୁର: ଜିଲ୍ଲାର ଜଣାଶୁଣା ସ୍ୱେଚ୍ଛାସେବୀ ତଥା ତାଙ୍କ ଜୀବନକାଳ ମଧ୍ୟରେ 500 ରୁ ଅଧିକ ଥର ରକ୍ତଦାନ କରିଥିବା ମାନବ ପ୍ରେମୀ ଅଜୟ କୁମାର ବିଶ୍ବାଳଙ୍କ ବିୟୋଗ ହୋଇଛି । ତାଙ୍କ ଦେହାନ୍ତରେ ଜଗତସିଂହପୁର ସାରସ୍ବତ ପରିଷଦ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଜଣାଶୁଣା ସ୍ୱେଚ୍ଛାସେବୀ ଅଜୟ କୁମାର ବିଶ୍ବାଳ ଗରିବଙ୍କ ବନ୍ଧୁ ଥିଲେ ।

500ରୁ ଊର୍ଦ୍ଧ ଥର ରକ୍ତଦାନ କରିଥିବା ମାନବ ପ୍ରେମୀଙ୍କ ବିୟୋଗରେ ଶୋକ

ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଦିନ ରାତି ଜଗି ରହୁଥିଲେ । ରକ୍ତ ବିନା ଯେପରି କେହି ରୋଗୀ ନ ମରେ ସେଥିପାଇଁ ସେ ସଜାଗ ରହୁଥିଲେ । ସେ ତାଙ୍କ ଜୀବନକାଳରେ 500ରୁ ଅଧିକ ଥର ରକ୍ତଦାନ କରିବା ସହ ଗରିବ ରୋଗୀଙ୍କ ପାଇଁ ସେ ଦେବଦୂତ ସାଜିଥିଲେ । ଜୀବନର ସମସ୍ତ ପୁଞ୍ଜିକୁ ସେ ଗରିବଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ କରି ଦେଉଥିଲେ । ଆଉ ତାଙ୍କର ଏବେ ଅକାଳରେ ମୃତ୍ୟୁ ଘଟିଛି । ତାଙ୍କର ବିୟୋଗରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.