ETV Bharat / state

ନବନିର୍ମାଣ ଛାତ୍ରସଂଗଠନ ପକ୍ଷରୁ ବୈଠକ ଅନୁଷ୍ଠିତ - nabanirmal student council

ନବନିର୍ମାଣ ଛାତ୍ର ସଂଗଠନ ପକ୍ଷରୁ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଶନିବାର ଜଗତସିଂହପୁର ଜିଲ୍ଲା ସ୍ଥାନୀୟ ବଡବାଗ ମାର୍କଣ୍ଡେଶ୍ବର ମନ୍ଦିର ପ୍ରାଙ୍ଗଣରେ ହୋଇଛି ଏହି ବୈଠକ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗସିଂହପୁର
author img

By

Published : Aug 25, 2019, 3:41 AM IST

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ସ୍ଥାନୀୟ ବଡବାଗ ମାର୍କଣ୍ଡେଶ୍ବର ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଟିତ ହୋଇଛି । ଶନିବାର ଜିଲ୍ଲା ନବନିର୍ମାଣ ଛାତ୍ର ସଂଗଠନ ପକ୍ଷରୁ ଏହି ବୈଠକ ଅନୁଷ୍ଠିତ ହୋଇଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗସିଂହପୁର

ଏଥିରେ କୃଷକ ସଂଗଠନର କର୍ମକର୍ତ୍ତାମାନେ ଯୋଗଦେଇ ସରକାର କୃଷି ଓ କୃଷକ ମାନଙ୍କ ଉପରେ କରୁଥିବା ଅବହେଳାକୁ ବିରୋଧ କରିବା ସହ ପ୍ରାଇସ୍ ପ୍ରେଷ୍ଟିଜ୍ ପେନସନ୍କୁ ନେଇ ଆଗାମୀ ଦିନରେ ଆନ୍ଦୋଳନ କିପରି ବ୍ୟାପକ କରାଯିବ ସେ ନେଇ ଆଲୋଚନା ହୋଇଥିଲା।

ଏହି ବୈଠକରେ ଛାତ୍ର ସଂଗଠନର ଆବାହକ ବିପ୍ଳବୀ ସେହାଙ୍ଗୀ ବସ୍ତିଆଙ୍କ ନେତୃତ୍ବରେ ବିଭିନ୍ନ ଛାତ୍ରନେତାଙ୍କ ସହ ରାଜ୍ୟସ୍ତରୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

ଜଗସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲା ନବନିର୍ମାଣ ଛାତ୍ର ସଂଗଠନ ପଖ୍ୟରୁ ସ୍ତାନିୟ ବଡବାଗ ମାର୍କଣ୍ଡେଶ୍ବର ମନ୍ଦିର ପ୍ରାଙ୍ଗଣରେ ଜିଲା ସ୍ତରିୟ ବୈଠକ ଅନୁଷ୍ଟିତ ହୋଇଛି। ଏଥିରେ କୃଷକ ସଂଗଠନର କର୍ମକର୍ତ୍ତା ମାନେ ଯୋଗଦେଇ ସରକାର କୃଷି ଓ କୃଷକ ମାନଙ୍କ ଉପରେ କରୁଥିବା ଅବହେଳା କୁ ବିରୋଧ କରିବା ସହ ପ୍ରାଇସ୍ ପ୍ରେଷ୍ଟଜ୍ ପେନସନ୍ କୁ ନେଇ ଆଗାମୀ ଦିନରେ ଆନ୍ଦୋଳନ କିପରି ବ୍ୟାପକ କରାଯିବ ସେ ନେଇ ଆଲୋଚନା ହୋଇଥିଲା। ଏଥିରେ ଛାତ୍ର ସଂଗଠନର ଆବାହକ ବିପ୍ଳବୀ ସେହାଙ୍ଗୀ ବସ୍ତିଆ ନେତୃତ୍ବରେ ବିଭିନ୍ନ ଛାତ୍ରନେତା ଙ୍କ ସହ ରାଜ୍ୟସ୍ତରିୟ ନେତୃବୃନ୍ଦ ଉପସ୍ତିତ ଥିଲେ।Body:Jagatsinghpur Conclusion:Jagatsinghpur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.