ETV Bharat / state

ପୁଣି ପୋଲ ଉପରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ସର୍ଚ୍ଚ ଅପରେସନ ଜାରି

author img

By

Published : Nov 5, 2019, 11:32 PM IST

ମହାନଦୀ ପୋଲରୁ ନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ଖବର ପାଇ ଦମକଳ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି। ଅଧିକ ପଢ଼ନ୍ତୁ...

ପୋଲ ଉପରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଜଗତସିଂହପୁର: ଜିଲ୍ଲାର ରଘୁନାଥପୁର ଥାନା ଅଧିନସ୍ଥ ତାରପୁର ନିକଟସ୍ଥ ମହାନଦୀ ପୋଲ ଉପରୁ ଜଣେ ଯୁବକ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ପତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଜଣେ ଯୁବକ ସାଇକେଲ ଯୋଗେ ତାରପୁର ଆଡୁ ଆସି ପୋଲ ଉପରେ ସାଇକେଲ ରଖିଥିଲେ। କିଛି ସମୟ ନଦୀକୁ ଅନାଇବା ପରେ ହଠାତ ନଦୀକୁ ଡେଇଁ ପଡିଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ପୋଲସକୁ ସହ ଦମକଳ ବାହିନୀକୁ ଖବର ଦେଇଥିଲେ। ଏ ଖବର ପାଇବା ପରେ ଦମକଳ ବାହିନୀ ଯୁବକକୁ ଖୋଜାଖୋଜି ଆରମ୍ଭ କରିଛି, ହେଲେ ତାଙ୍କର ପତ୍ତା ମିଳିନାହିଁ। ଯୁବକଙ୍କ ପରିଚୟ ମିଳିନଥିବା ରଘୁନାଥପୁର ପୋଲିସ ଜଣାଇଛି।

ପୋଲ ଉପରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲା ରଘୁନାଥପୁର ଥାନା ଅନ୍ତର୍ଗତ ତାରପୁର ନିକଟ ମହାନଦୀ ପୋଲ ଉପରୁ ଜଣେ ଯୁବକ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ପ୍ରତେଖ୍ୟ ଦର୍ଶିଙ୍କ କହିବା ଅନୁସାରେ ଜଣେ ଯୁବକ ସାଇକେଲ ଯୋଗେ ତାରପୁର ଆଡୁ ଆସି ପୋଲ ଉପରେ ସାଇକେଲ ରଖିଥିଲେ। କିଛି ସମୟ ନଦୀକୁ ଅନାଇବା ପରେ ହଟାତ ନଦୀକୁ ଡେଇଁ ପଡିଥିଲେ। ଏହାଦେଖି ସ୍ତାନିୟ ଲୋକେ ପୋଲସ୍ କୁ ଖବର ଦେବା ସହ ଦମକଳ ବାହିନିକୁ ଖବର ଦେଇଥିଲେ। ଖବରପାଇ ଦମକଳ ବାହିନୀ ଯୁବକ କୁ ଖୋଜାଖୋଜି ଆରମ୍ଭ କରିଛି କିନ୍ତୁ ଯୁବକଙ୍କ ପତା ମିଳିପାରି ନାହିଁ।ଯୁବକ ଙ୍କ ପରିଚୟ ମିଳିପାରି ନଥିବା ରଘୁନାଥପୁର ପୋଲିସ କହିଛିBody:Formant AVO Conclusion:Report Susanta patra Jagatsinghpur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.