ETV Bharat / state

ମା' ଶାରଳାଙ୍କ ପୀଠରେ ମହାସପ୍ତମୀ ପୂଜା - ମହାସପ୍ତମୀ ପୂଜା

ଜଗତସିଂହପୁର ଜିଲ୍ଲାର ମା ଶାରଳାଙ୍କ ମନ୍ଦିରରେ ଆଜି ମହାସପ୍ତମୀ ପୂଜା ଅନୁଷ୍ଠିତ ହେଉଛି । ଭୋର ଚାରିଟାରୁ ଦ୍ୱାର ଫିଟା ମଙ୍ଗଳ ଆଳତୀ କରାଯିବା ପରେ ମହାସ୍ନାନ ଓ ବେଶ ଅନୁଷ୍ଠିତ ହୋଇଥିଲା । ଅଧିକ ପଢନ୍ତୁ...

Mahasaptami Puja in sarala temple
ମା ଶାରଳାଙ୍କ ପୀଠରେ ମହାସପ୍ତମୀ ପୂଜା
author img

By

Published : Oct 22, 2020, 4:38 PM IST

ଜଗତସିଂହପୁର: ଓଡ଼ିଶାର ଅନ୍ୟତମ ଶକ୍ତି ପୀଠ ଜଗତସିଂହପୁର ଜିଲ୍ଲାର ମା ଶାରଳାଙ୍କ ମନ୍ଦିରରେ ଆଜି ମହାସପ୍ତମୀ ପୂଜା ଅନୁଷ୍ଠିତ ହେଉଛି । ଭୋର ଚାରିଟାରୁ ଦ୍ୱାର ଫିଟା ମଙ୍ଗଳ ଆଳତୀ କରାଯିବା ପରେ ମହାସ୍ନାନ ଓ ବେଶ ଅନୁଷ୍ଠିତ ହୋଇଥିଲା ।

ମା ଶାରଳାଙ୍କ ପୀଠରେ ମହାସପ୍ତମୀ ପୂଜା

ଯାହାପରେ ଯଜ୍ଞ ମଣ୍ଡପରେ ସୂର୍ଯ୍ୟ ପୂଜା, ଘଟ ପୂଜାପରେ ମହାସପ୍ତମୀ ପୂଜା ଓ ମାଙ୍କୁ ଷୋଡଶ ଉପଚାରରେ ପୂଜା କରାଯାଇଥିଲା । ଗୁରୁବାର ସନ୍ଧ୍ୟାରେ ମାଙ୍କୁ ସୁନା ବେଶରେ ସଜ୍ଜିତ କରାଯିବ । ପ୍ରତ୍ୟେକ ଦିନ ଦଶ ଜଣ ମନ୍ଦିର ପୁରୋହିତଙ୍କ ଦ୍ଵାରା ଚଣ୍ଡୀ ପାଠ କରାଯିବା ସହ ଆହୁତି ପ୍ରଦାନ କରାଯାଇଛି ।

କୋଭିଡ ନିୟମ ଅନୁସାରେ ସର୍ବସାଧାରଣଙ୍କ ଦର୍ଶନ ଉପରେ ରୋକ ଲଗାଯାଇଛି । ତେବେ ସେବକମାନଙ୍କ ଦ୍ୱାରା ପୂଜା କାର୍ଯ୍ୟ ସମ୍ପାଦନ କରାଯାଉଥିବା ଦେଖିବାକୁ ମିଳିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.