ETV Bharat / state

ଆଦିଶକ୍ତି ମା' ଶାରଳାଙ୍କ ପୀଠରେ ମହାଷ୍ଟମୀ ପୂଜା - sarala temple puja

ଓଡ଼ିଶାର ଅନ୍ୟତମ ଶକ୍ତି ପୀଠ ମା' ଶାରଳାଙ୍କ ମନ୍ଦିରରେ ଆଜି ମହାଷ୍ଟମୀ ବିହିତ ପୂଜା ଅନୁଷ୍ଠିତ ହେଉଛି । ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ମା'ଙ୍କ ମନ୍ଦିର । ଅଧିକ ଖବର ପଢନ୍ତୁ...

ଆଦିଶକ୍ତି ମା' ଶାରଳାଙ୍କ ପୀଠରେ ମହାଷ୍ଟମୀ ପୂଜା
author img

By

Published : Oct 5, 2019, 8:15 PM IST

ଜଗତସିଂହପୁର: ଜିଲ୍ଲାର ଇଷ୍ଟ ଦେବୀ ତଥା ଓଡ଼ିଶାର ଅନ୍ୟତମ ଶକ୍ତି ପୀଠ ମା' ଶାରଳାଙ୍କ ମନ୍ଦିରରେ ଆଜି ମହାଷ୍ଟମୀ ବିହିତ ପୂଜା ଅନୁଷ୍ଠିତ ହେଉଛି । ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ମା'ଙ୍କ ମନ୍ଦିର । ପ୍ରାତଃରୁ ମଙ୍ଗଳ ଆଳତୀ, ମଇଲମ, ମହାସ୍ନାନ, ମଧୁସ୍ନାନ ହେବ ପରେ ମା'ଙ୍କୁ ଚନ୍ଦନ ବେଶରେ ସଜ୍ଜିତ କରାଯାଇଥିଲା ।

ଆଦିଶକ୍ତି ମା' ଶାରଳାଙ୍କ ପୀଠରେ ମହାଷ୍ଟମୀ ପୂଜା

ଏହା ପରେ ପରେ ଦ୍ବାରପାଳ ପୂଜା, ସୂର୍ଯ୍ୟ ପୂଜା ଷୋଡଶ ଉପଚାର ପୂଜା, ଚଣ୍ଡୀ ପାଠ, ଖେଚେଡ଼ି ଧୂପ ନୀତି ସହ ପୁନର୍ବାର ମହାସ୍ନାନ କରାଯାଇ ମହାଷ୍ଟମୀ ବିହିତ ପୂଜା ଅନୁଷ୍ଠିତ ହେଉଛି । ଏହାକୁ ଦେଖିବା ପାଇଁ ମନ୍ଦିର ପରିସର ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ହଜାର ହଜାର ଶ୍ରଦ୍ଧାଳୁ ମହାଷ୍ଟମୀ ବ୍ରତ ପାଇଁ ଉପବାସ ରଖିବା ସହ ଚୁଡାଘସା ଭୋଗ ଲାଗି କରିଛନ୍ତି ।

ମନ୍ଦିର ପ୍ରଶାସନ ଓ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମନ୍ଦିର ନିକଟରୁ 2କିଲୋମିଟର ପୂର୍ବରୁ ଗାଡି ପାର୍କିଂ ବ୍ୟବସ୍ଥା କରାଯାଇଥିବା ବେଳେ ଯାତ୍ରୀଙ୍କ ସୁବିଧା ପାଇଁ ଯାତ୍ରୀଙ୍କ ରହିବା ଓ ବିଶ୍ରାମ ନେବା ଲାଗି ଅସ୍ଥାୟୀ ଶିବିର ମାନ ଖୋଲାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲ୍ଲାର ଇଷ୍ଟ ଦେବୀ ତଥା ଓଡ଼ିଶାର ଅନ୍ୟତମ ଶକ୍ତି ପୀଠ ମା ଶାରଳାଙ୍କମନ୍ଦିରରେ ଆଜି ମହାଷ୍ଟମୀ ବିହିତ ପୂଜା ଅନୁଷ୍ଟିତ ହେଉଛି। ଏଥିପାଇଁ ଚଳ ଚଞ୍ଚଳ ହୋଇ ପଡିଛି ମା ଙ୍କ ମନ୍ଦିର। ପ୍ରତ୍ୟସରୁ ମଙ୍ଗଳ ଆଳତୀ, ମଇଲମ, ମହାସ୍ନାନ, ମଧୁସ୍ନାନ ହେବ ପରେ ମା ଙ୍କୁ ଚନ୍ଦନ ବେଶ ରେ ସଜିତ କରାଯାଇଥିଲା। ପରେ ଦ୍ୱାର ପାଳ ପୂଜା ସୂର୍ଯ୍ୟ ପୂଜା ଷୋଡଶ ଉପଚାର ପୂଜା ଚଣ୍ଡୀ ପାଠ ,ଖେଚେଡ଼ି ଧୂପ ନୀତି ,ପରେ ପୁନର୍ବାର ମହାସ୍ନାନ କରାଯାଇ ମହାଷ୍ଟମୀ ବିହିତ ପୂଜା ଅନୁଷ୍ଠିତ ହେଉଛି।ଏହାକୁ ଦେଖିବା ପାଇଁ ମନ୍ଦିର ପରିସର ପ୍ରବଳ ଭିଡ ପରିଲକ୍ଷିତ ହେଉଛି।ହଜାର ହଜାର ଶ୍ରଦ୍ଧାଲୁ ମହାଷ୍ଟମୀ ବ୍ରତ ପାଇଁ ଉପବାସ ରଖିବା ସହ ଚୁଡାଘସା ଭୋଗ ଲାଗି କରିଛନ୍ତି। ମନ୍ଦିର ପ୍ରଶାସନ ଓ ଜିଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।ମନ୍ଦିର ନିକଟରୁ 2କିଲୋମିଟର ପୃର୍ବରୁ ଗାଡି ପର୍କିଙ୍ଗ ବେବସ୍ତା କରାଯାଇଥିବା ବେଳେ ଯାତ୍ରୀଙ୍କ ସୁବିଧା ନିମନ୍ତେ ଯାତ୍ରୀ ଙ୍କ ରହିବା ଓ ବିଶ୍ରାମ ନେବା ଲାଗି ଅସ୍ଥାୟୀ ଶିବିର ମାନ ଖୋଲାଯାଇଛି।

Body:byt_Ranjan Panda_badapanda_sarala mandira
byt_Harekrisha kayak_sarala mandira mukhy pujaka
byt_sradhalu
byt_sradhalu
byt_niti prasasak_Sarala tempol

Conclusion:Report_susanta kumar patra
jagatsinghpur
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.