ETV Bharat / state

ଜଗତସିଂହପୁରର ବିଭିନ୍ନ ସ୍ଥାନରେ ମା' କାଳୀଙ୍କ ଉପାସନା - କାଳୀଙ୍କ ଉପାସନା

ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଲୋକର ପର୍ବ ଦୀପାବଳି ପାଇଁ ଗାଁଠୁ ସହର ଉତ୍ସବମୁଖର ହୋଇ ଉଠିଥିବା ବେଳେ ବିଭିନ୍ନ ସ୍ଥାନରେ ମା’ ମହାକାଳୀଙ୍କ ଆବାହନ କରାଯାଉଛି । ଅଧିକ ପଢନ୍ତୁ...

ଜଗତସିଂହପୁରର ବିଭିନ୍ନ ସ୍ଥାନରେ ମା କାଳୀଙ୍କ ଉପାସନା

author img

By

Published : Nov 4, 2021, 8:43 PM IST

ଜଗତସିଂହପୁର: ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଲୋକର ପର୍ବ ଦୀପାବଳି ପାଇଁ ଗାଁଠୁ ସହର ଉତ୍ସବ ମୁଖର ହୋଇ ଉଠିଥିବାବେଳେ ବିଭିନ୍ନ ସ୍ଥାନରେ ମା’ ମହାକାଳୀଙ୍କ ଆବାହନ କରାଯାଉଛି । କୋଭିଡ ନିୟମ ଅନୁଯାଇ ମା’ଙ୍କ ମୂଣ୍ମୟୀ ମୂର୍ତ୍ତି ୪ ଫୁଟ ମଧ୍ୟରେ ନିର୍ମାଣ କରାଯାଇଥିବାବେଳେ ନିରାଡ଼ମ୍ବର ଭାବେ ପୂଜା ଆରମ୍ଭ ହୋଇଛି ।

ଜଗତସିଂହପୁରର ବିଭିନ୍ନ ସ୍ଥାନରେ ମା କାଳୀଙ୍କ ଉପାସନା

ସହର, ଶ୍ୟାମାକାଳୀ, ପୂଜା କମିଟି, କାଠିଆ ପଡ଼ା, ଶ୍ୟାମା ମଣ୍ଡପ, ପୁରହିତପୁର ପୂଜା ମଣ୍ଡପ ଭଳି ଏକାଧିକ ପୂଜା ମଣ୍ଡପରେ ମା’ଙ୍କୁ ଆବାହନ କରାଯାଉଛି । ଅମାବାସ୍ୟା ଓ ପୟାଶ୍ରାଦ୍ଧ ଅବସରରେ ଲୋକେ ଘରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଓ ତର୍ପଣ କରୁଥିବା ଦେଖିବାକୁ ମିଳିଛି । ଦୀପାବଳି ଓ କାଳୀପୂଜାକୁ ଆଖି ଆଗରେ ରଖି ଜଗତସିଂହପୁର ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.