ETV Bharat / state

ସ୍କୁଲ ମିଶ୍ରଣକୁ କନିଷ୍ଠ ଶିକ୍ଷକ ଆଶାୟୀ ସଂଘର ବିରୋଧ - school merge case in jagatshingpur

ରାଜ୍ୟ ସରକାରଙ୍କ ସ୍କୁଲ ମିଶ୍ରଣକୁ ବିରୋଧ କରିବା ସହ ସରକାର ଏହି ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଦାବି କରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କଲେ କନିଷ୍ଠ ଶିକ୍ଷକ ଆଶାୟୀ ସଂଘ । ଅଧିକ ପଢନ୍ତୁ...

ସ୍କୁଲ ମିଶ୍ରଣକୁ କନିଷ୍ଠ ଶିକ୍ଷକ ଆସାୟୀ ସଂଘର ବିରୋଧ

author img

By

Published : Nov 23, 2020, 7:21 PM IST

ଜଗତସିଂହପୁର: ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଛି ଜିଲ୍ଲା କନିଷ୍ଠ ଶିକ୍ଷକ ସଙ୍ଘ । ଆଜି (ସୋମବାର) ଏସକେ ଏକାଡିମି ପଡ଼ିଆରୁ ସଂଘର କର୍ମକର୍ତ୍ତାମନେ ଏକ ଶୋଭଯାତ୍ରରେ ଆସି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଧାରଣାରେ ବସିଥିଲେ ।

ସ୍କୁଲ ମିଶ୍ରଣକୁ କନିଷ୍ଠ ଶିକ୍ଷକ ଆଶାୟୀ ସଂଘର ବିରୋଧ

ରାଜ୍ୟ ସରକାରଙ୍କ ସ୍କୁଲ ମିଶ୍ରଣକୁ ବିରୋଧ କରିବା ସହ ସରକାର ଏହି ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଦାବି କରିଥିଲେ । ସରକାର ପ୍ରାଥମିକ ଓ ଉଚ୍ଚ ପ୍ରଥମିକ ବିଦ୍ୟାଳୟ ବନ୍ଦ କରାଯିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା, କନିଷ୍ଠ ଶିକ୍ଷକ ନିଯୁକ୍ତି ନିମନ୍ତେ ବିଜ୍ଞାପନ ବାହାର କରିବା, ଭିତ୍ତିଭୂମି ନଥିବା ବେସରକାରୀ ସ୍କୁଲକୁ ବନ୍ଦ କରିବା ଓ ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିବା ଶିକ୍ଷକଙ୍କୁ ଚିହ୍ନଟ କରି ତାଙ୍କୁ ବହିଷ୍କାର କରିବା ପାଇଁ ଦାବି କରିଥିଲେ ।

ଏହି ପ୍ରରିପେକ୍ଷୀରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.