ETV Bharat / state

ପୁଲୱାମା ଶହୀଦ ପ୍ରସନ୍ନଙ୍କୁ ଝୁରୁଛି ଗାଁ, ଶ୍ରାଦ୍ଧ ଦେଲେ ବଡପୁଅ - ବୀର ଶହୀଦ ଯବାନ ପ୍ରସନ୍ନଙ୍କୁ ଝୁରୁଛି ଗାଁ

ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ପାରିଶିଖର ଗାଁରେ ଶୁକ୍ରବାର ସହୀଦଙ୍କ ପରିବାର ପକ୍ଷରୁ ଶ୍ରାଦ୍ଧ ଉତ୍ସବ ପାଳନ କରାଯାଇଛି । ଏଥିରେ ପ୍ରସନ୍ନଙ୍କ ବଡ଼ପୁଅ ହିନ୍ଦୁ ରୀତିନୀତି ଅନୁସାରେ ଶ୍ରାଦ୍ଧ ଅର୍ପଣ କରିଥିଲେ। ଅଧିକ ପଢନ୍ତୁ...

jawan prasan death annivercery
ବୀର ଶହୀଦ ଯବାନ ପ୍ରସନ୍ନଙ୍କୁ ଝୁରୁଛି ଗାଁ
author img

By

Published : Feb 14, 2020, 11:46 PM IST

ଜଗତସିଂହପୁର: ଆଜି ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ବର୍ଷେ ପୂରିଛି । ଏହି ଆକ୍ରମଣରେ ପ୍ରାଣ ହରାଇଥିବା ବୀର ଶଦୀହ ଯବାନ ମାନଙ୍କ ପାଇଁ ଆଜିବି ଦେଶ କାନ୍ଦୁଛି । ତେବେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ପାରିଶିଖର ଗାଁରେ ଶୁକ୍ରବାର ସହୀଦଙ୍କ ପରିବାର ପକ୍ଷରୁ ଶ୍ରାଦ୍ଧ ଉତ୍ସବ ପାଳନ କରାଯାଇଛି।

ବୀର ଶହୀଦ ଯବାନ ପ୍ରସନ୍ନଙ୍କୁ ଝୁରୁଛି ଗାଁ

ଏଥିରେ ପ୍ରସନ୍ନଙ୍କ ବଡ଼ପୁଅ ହିନ୍ଦୁ ରୀତିନୀତି ଅନୁସାରେ ଶ୍ରାଦ୍ଧ ଅର୍ପଣ କରିଥିଲେ। ପ୍ରସନ୍ନ ସାହୁ ସ୍ମୃତି କମିଟି ଆନୁକୂଲ୍ୟରେ ସ୍ମୃର୍ତି ସଭା, କବିତା ପାଠୋତ୍ସବ, ରକ୍ତ ଦାନ ଶିବିର ଓ ଅମର ଆତ୍ମାର ସଦଗତି ପାଇଁ ନାମ ସଂକୀର୍ତ୍ତନର ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓ ଜିଲ୍ଲା ବାହାରୁ ବହୁ ଲୋକଙ୍କ ସମାଗମ ହୋଇଥିଲା। ସ୍ମୃତି କମିଟି ପକ୍ଷରୁ ଏହି କାର୍ଯ୍ୟକ୍ରମ 3 ଦିନ ଧରି ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଜଗସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.