ETV Bharat / state

ଜଗତସିଂହପୁର: କେଉଁ ତାରିଖରେ କେଉଁ ବ୍ଲକରେ ହେବ ନିର୍ବାଚନ, ପଢନ୍ତୁ - ଜଗତସିଂହପୁର ପଞ୍ଚାୟତ ନିର୍ବାଚନୀ ତାରିଖ ଘୋଷଣା

ରାଜ୍ୟରେ 5ଟି ପର୍ଯ୍ୟାୟରେ ହେବ ପଞ୍ଚାୟତ ନିର୍ବାଚନ । ତେବେ ଜଗତସିଂହପୁର ଜିଲ୍ଲାର 8 ବ୍ଲକ ମଧ୍ୟରେ ପ୍ରଥମେ ବାଲିକୁଦାରେ ଫେବୃଆରୀ 16ରେ ନିର୍ବାଚନ ହେବ । ଅଧିକ ପଢନ୍ତୁ

jagatsinghpur panchayat election date declare
ଜଗତସିଂହପୁର ଜିଲ୍ଲାର ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା
author img

By

Published : Jan 11, 2022, 10:56 PM IST

ଜଗତସିଂହପୁର: ରାଜ୍ୟରେ 5ଟି ପର୍ଯ୍ୟାୟରେ ହେବ ପଞ୍ଚାୟତ ନିର୍ବାଚନ । ତେବେ ଜଗତସିଂହପୁର ଜିଲ୍ଲାର 8 ବ୍ଲକ ମଧ୍ୟରେ ପ୍ରଥମେ ବାଲିକୁଦାରେ ଫେବୃଆରୀ 16ରେ ନିର୍ବାଚନ ହେବ । ସେହିପରି 18ରେ ଜଗତସିଂହପୁର, 20 ତାରିଖରେ ବିରିଡି ଓ ତିର୍ତ୍ତୋଲ, ରଘୁନାଥପୁର ଓ କୁଜଙ୍ଗରେ 22ରେ ନିର୍ବାଚନ ହେବ ।

ସେହିଭଳି ମଧ୍ୟ 24 ତାରିଖରେ ନାଉଗାଁ ଓ ଏରସମା ବ୍ଲକରେ ଭୋଟ ଗ୍ରହଣ କରାଯିବ । 26,27 ଓ 28 ତାରିଖରେ ତିନିଟି ପର୍ଯ୍ୟାୟରେ ଭୋଟ ଗଣତି ହେବା ପରେ ଫଳାଫଳ ପ୍ରକାଶ ପାଇବ ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.