ETV Bharat / state

ବିପଦ ସଙ୍କୁଳ ଅବସ୍ଥାରେ ଜଗତସିଂହପୁର ଖାଉଟି ବିବାଦ ପ୍ରତିକାର କାର୍ଯ୍ୟାଳୟ

ବିପଦ ସଙ୍କୁଳ ଅବସ୍ଥାରେ ଜଗତସିଂହପୁର ଜିଲ୍ଲା ଖାଉଟି ବିବାଦ ପ୍ରତିକାର ଆୟୋଗ ଗୃହ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଏହି କୋଠାର ବିଭିନ୍ନ ସ୍ଥାନରୁ ପଲସ୍ତରା ଖସି ଆହାତ ହେଉଛନ୍ତି କର୍ମଚାରୀ । ବାରମ୍ବାର ଅଭିଯୋଗ ସତ୍ତ୍ବେ ଶୁଣୁନି ପୂର୍ତ୍ତ ବିଭାଗ । ଅଧିକ ପଢ଼ନ୍ତୁ

author img

By

Published : Jun 24, 2022, 9:24 PM IST

ବିପଦ ସଙ୍କୁଳ ଅବସ୍ଥାରେ ଜଗତସିଂହପୁର ଖାଉଟି ବିବାଦ ପ୍ରତିକାର କାର୍ଯ୍ୟାଳୟ
ବିପଦ ସଙ୍କୁଳ ଅବସ୍ଥାରେ ଜଗତସିଂହପୁର ଖାଉଟି ବିବାଦ ପ୍ରତିକାର କାର୍ଯ୍ୟାଳୟ

ଜଗତସିଂହପୁର: ବିପଦ ସଙ୍କୁଳ ଅବସ୍ଥାରେ ଜିଲ୍ଲା ଖାଉଟି ବିବାଦ ପ୍ରତିକାର ଆୟୋଗ ଗୃହ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଏହି କୋଠାର ବିଭିନ୍ନ ସ୍ଥାନରୁ ପଲସ୍ତରା ଖସି ପଡିଥିବା ବେଳେ ସମସ୍ତ କୋଠରୀରେ ଏବେ ପାଣି ଝରୁଥିବା ଦେଖିବାକୁ ମିଳିଛି । ବାରମ୍ବାର ଅଭିଯୋଗ ସତ୍ତ୍ବେ ଶୁଣୁନି ପୂର୍ତ୍ତ ବିଭାଗ ।

ଅନେକ ସମୟରେ ଛାତରୁ ପ୍ଲାସ୍ଟର ଖସି କର୍ମଚାରୀଙ୍କ ମୁଣ୍ଡରେ ପଡ଼ୁଥିବା ଅଭିଯୋଗ ହେଉଛି । ସେହିଭଳି ବିପଦପୂର୍ଣ୍ଣ ସିଡ଼ି ତଳେ ଜୀବନକୁ ବାଜି ଲଗାଇ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ତେବେ ଖୋଦ ଜିଲ୍ଲା ଖାଉଟି କମିଶନଙ୍କ କାର୍ଯ୍ୟଗୃହ ଭିତରେ ପାଣି ଲିକ କରିଥିବାରୁ ସେଠାରେ ପଡିଥିବା ସୋଫା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ଏନେଇ ବାରମ୍ବାର ଜିଲ୍ଲା ପୂର୍ତ୍ତ ବିଭାଗକୁ ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.