ETV Bharat / state

ଗରୁଡ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ, 30 ଆହତ - Garuda bus accident near cuttack-jagatsingpur road

ଗରୁଡ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ, 30 ଆହତ

author img

By

Published : Jan 24, 2020, 2:42 PM IST

Updated : Jan 24, 2020, 3:03 PM IST

14:32 January 24

କଟକରୁ ଜଗତସିଂହପୁର ଦେଇ ଶାରଳା ମନ୍ଦିର ଯାଉଥିବା ଗରୁଡ ନାମକ ଏକ ଘରୋଇ ବସ୍ ସଂଆରା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି। ଫଳରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

ଜଗତସିଂହପୁର: ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ । କଟକ ରୁ ଜଗତସିଂହପୁର ଦେଇ ଶାରଳା ମନ୍ଦିର ଯାଉଥିବା ଗରୁଡ ନାମକ ଏକ ଘରୋଇ ବସ୍ ସଂଆରା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି। ଫଳରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

ବସ୍ ଟି ଜଗତସିଂହପୁର ରୁ ମା' ଶାରଳାଙ୍କ ମନ୍ଦିର ଯିବା ବାଟରେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ କେହି ମୃତାହତ ହୋଇ ନଥିବା ବେଳେ ଅନେକ ଯାତ୍ରୀ ଗୁରୁତର ହୋଇ ଜଗତସିଂହପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଘଟଣା ସ୍ଥଳରେ ଅଗ୍ନୀଶମ ବାହିନୀ ଓ ପୋଲିସ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ଜଗତସିଂହପୁର ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର, କଟକ ରୁ ଜଗତସିଂହପୁର ଦେଇ ସାରଳା ମନ୍ଦିର ଯାଉଥିବା ଗରୁଡ ନାମକ ଏକ ଘରୋଇ ବସ୍ ସଂଆରା ନିକଟରେ ଭାରାସମ୍ୟ ହରାଇ ଓଲଟି ପଡିଛି। ଫଳରେ ୩୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।Body:ବସ୍ ଟି ଜଗତସିଂହପୁର ରୁ ସାରଳା ଙ୍କ ମନ୍ଦିର
କୁ ଯିବା ବାଟରେ ଏହି ଦୂର୍ଘଟଣା ଘଟିଥିଲା। ଏଥିରେ କେହି ମୃତାହତ ହୋଇ ନଥିବା ବେଳେ ୩୦ ରୁ ଅଧିକ ଯାତ୍ରୀ ଗୁରୁତର ହୋଇ ଜଗତସିଂହପୁର ଡାକ୍ତରଖାନାରେ ଚିକିସ୍ଛିତ ହେଉଛନ୍ତି।Conclusion:ଘଟଣା ସ୍ଥଳରେ ଅଗ୍ନୀସମ ବାହିନୀ ଓ ପୋଲିସ୍ ପହଁଛି ଉଧାର କାର୍ଯ୍ୟ ଜାରୀ ରଖିଛି।
Last Updated : Jan 24, 2020, 3:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.