ETV Bharat / state

ପିଲାଙ୍କ ଭବିଷ୍ୟତ ସହଖେଳ: ସାର୍ଟିଫିକେଟ ଅସଲି, ରେଜିଷ୍ଟ୍ରେସନ ନମ୍ବର ନକଲି

author img

By

Published : Oct 19, 2019, 6:12 AM IST

ଜଗତସିଂହପୁରର ପ୍ରମୁଖ ଶିକ୍ଷାନୁଷ୍ଠାନ ସ୍ଵାମୀ ବିବେକାନନ୍ଦ ସ୍ବଂୟଶାସିତ ମହାବିଦ୍ୟାଳୟରେ ଯୁକ୍ତ ତିନି ସାର୍ଟିଫିକେଟକୁ ନେଇ ଅନିୟମିତତା । ଅଧିକ ପଢନ୍ତୁ..

ପିଲାଙ୍କ ଭବିଷ୍ୟତ ସହଖେଳ: ସାର୍ଟିଫିକେଟ ଅସଲି, ରେଜିଷ୍ଟ୍ରେସନ ନମ୍ବର ନକଲି

ଜଗତସିଂହପୁର: ଜିଲ୍ଲାର ସବୁଠାରୁ ପ୍ରମୁଖ ଶିକ୍ଷାନୁଷ୍ଠାନ ସ୍ଵାମୀ ବିବେକାନନ୍ଦ ସ୍ବଂୟଶାସିତ ମହାବିଦ୍ୟାଳୟରେ 2015ରୁ 2018 ମସିହା ବ୍ୟାଚର ଯୁକ୍ତ ତିନି ସାର୍ଟିଫିକେଟକୁ ନେଇ ଅନିୟମିତତା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, 2015ରେ 406 ଜଣ ଯୁକ୍ତତିନି ଛାତ୍ରଛାତ୍ରୀ ଆଡମିଶନ କରିଥିଲେ । ସେଥି ମଧ୍ୟରୁ150ଜଣ ଛାତ୍ରଛାତ୍ରୀଙ୍କୁ ନକଲି ରେଜିଷ୍ଟ୍ରେସନ ନମ୍ବର ବଦଳରେ ସାର୍ଟିଫିକେଟ ଦିଆଯାଇଥିଲା । ଫଳରେ ସେମାନଙ୍କୁ ମାଇଗ୍ରେସ ସାର୍ଟିଫିକେଟ ମିଳିପାରୁନାହିଁ । ଯାହାକୁ ନେଇ ସେମାନଙ୍କ ଭବିଷ୍ୟତ ସହ ଖେଳଖେଳା ଯାଉଥିବା ଅଭିଯୋଗ ହୋଇଛି ।

ଏହି ଘଟଣାକୁ ନେଇ ଜଗତସିଂହପୁର ଥାନରେ ଅଭିଯୋଗ ମଧ୍ୟ ହୋଇଛି । ଏସମ୍ପର୍କରେ ଆମ ପ୍ରତିନିଧି ସ୍ବାମୀ ବିବେକାନନ୍ଦ ସ୍ବୟଂ ଶାସିତ କଲେଜର ଅଧ୍ୟକ୍ଷ ଅରବିନ୍ଦ ଚଇନିଙ୍କୁ ପଚାରିବାରୁ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଅଭିଯୋଗଟି ସତ୍ୟ । 2015ରେ ଯୁକ୍ତତିନି ଆଡ଼ମିଶନ ପାଇଁ 256ଟି ସିଟ୍ ଥିବାବେଳେ ସେତବେଳର କତ୍ତୃପକ୍ଷ ଅଧିକ 150 ଜଣ ଛାତ୍ରଛାତ୍ରୀଙ୍କୁ ଜାଲ ରେଜିଷ୍ଟ୍ରେସନ ନମ୍ବର ପକାଇ ଆଡ଼ମିଶନ କରାଯାଇଥିଲା । ଯାହାଫଳରେ ପିଲାମାନେ ଏହି ଅସୁବିଧାର ସମ୍ମୁଖୀନ ହେଇଛନ୍ତି ।

ଏନେଇ ଆମ ପ୍ରତିନିଧି ଉଚ୍ଚଶିକ୍ଷା ବିଭାଗ ଓ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି ସେ କହିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲ୍ଲାର ସବୁଠାରୁ ପ୍ରମୁଖ ଶିକ୍ଷାନୁଷ୍ଠାନ ସ୍ଵାମୀ ବିବେକାନନ୍ଦ ସୋୟଂ ଶାସିତ ମହାବିଦ୍ୟାଳୟ ରେ 2015 ରୁ 2018 ମସିହା ବ୍ୟାଚ ର +3 ସାଟିଫିକେଟ କୁ ନେଇ ଅନିୟମିତତା ଦେଖିବାକୁ ମିଳିଛି। ଯାହାକୁ ନେଇ ନେଇ ଉଦବେଗ ପ୍ରକାଶ ପାଇଛି। ସୂଚନା ଅନୁସାରେ 2015 ରେ 406 ଜଣ ଛାତ୍ରଛାତ୍ରୀ +3 ଆଡ଼ମିଶନ କରିଥିଲେ। ସେଥି ମଧ୍ୟରୁ150ଜଣ ଛାତ୍ରଛାତ୍ରୀ ଙ୍କୁ ନକଲି ରେଜିଷ୍ଟ୍ରେସନ ନମ୍ବର ବଳରେ ସାଟିଫିକେଟ ଦିଆଯାଇଥିଲା। ଫଳରେ ସେମାନଙ୍କୁ ମାଇଗ୍ରେସ ସାଟିଫିକେଟ ମିଳିପାରୁ ନାହିଁ। ଯାହାକୁ ନେଇ ସେମାନଙ୍କ ଭବିଷ୍ୟତ ସହ ଖେଳ ଖେଳା ଯାଉଥିବା ଅଭିଯୋଗ ହୋଇଛି। ଏହି ଘଟଣା କୁ ନେଇ ଜଗତସିଂହପୁର ଥାନ ରେ ଅଭିଯୋଗ ହୋଇଛି। ଏସମ୍ପର୍କ ଆମେ ସ୍ୱାମୀ ବେବେକାନନ୍ଦ ସୋୟଂ ଶାସିତ କଲେଜ ର ଅଧ୍ୟକ୍ଷ ଅରବିନ୍ଦ ଚଇନି ଙ୍କୁ ପଚାରିବାରୁ ସେ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ଯେ ଅଭିଯୋଗ ଟି ସତ୍ୟ। 2015 ରେ +3 ଆଡ଼ମିଶନ ପାଇଁ 256 ଟି ସିଟ ଥିବାବେଳେ ସେତବେଳର କତ୍ତୃପକ୍ଷ ଅଧିକ 150 ଜଣ ଛାତ୍ର ଛାତ୍ରୀ ଙ୍କୁ ଜାଲ ରେଜିଷ୍ଟ୍ରେସନ ନମ୍ବର ପକାଇ ଆଡ଼ମିଶନ କରାଯାଇଥିଲା। ଯାହା ଫଳରେ ପିଲା ମନେ ଏହି ଅସୁବିଧା ର ସମ୍ମୁଖୀନ ହେଇଛନ୍ତି।ଆମେ। ଉଚ୍ଚଶିକ୍ଷା ବିଭାଗ ଓ ବିଭାଗୀୟ ମନ୍ତ୍ରୀ ଓ ସଚିବ ଙ୍କ ଦୃଷ୍ଟି ଆକର୍ଷଣ କରିଛୁ। ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି କହିଛନ୍ତି।

Body:Byt _ Aurobinda chaini_ principal S.V.M college

Conclusion: Report_susanta parts jagatsinghpur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.