ETV Bharat / state

କଳିଙ୍ଗ ବାଲିଯାତ୍ରା ଆୟୋଜନରେ ଦୁର୍ନୀତିର ଗନ୍ଧ - corruption in kalinga bali yatra

କଳିଙ୍ଗ ବାଲିଯାତ୍ରା ପୂର୍ବରୁ ଦେଖାଦେଇଛି ବିବାଦ । ବାଲିଯାତ୍ରା ଆୟୋଜନରେ ବ୍ୟାପକ ଦୁର୍ନୀତି ହୋଇଥିବା ବିଜେପି ଅଭିଯୋଗ ଆଣିଛି ।

କଳିଙ୍ଗ ବାଲିଯାତ୍ରା ଆୟୋଜନରେ ଦୁର୍ନୀତିର ଗନ୍ଧ
author img

By

Published : Nov 6, 2019, 1:12 AM IST

ଜଗତସିଂହପୁର: ପାରାଦୀପ କଳିଙ୍ଗ ଯାତ୍ରାକୁ ନେଇ ବିବାଦ । କଳିଙ୍ଗ ବାଲିଯାତ୍ରାରେ ଆୟୋଜନରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି ବିଜେପି । ଏନେଇ ଦଳ ପକ୍ଷରୁ ଗତ 5ଦିନ ହେବ ପୌର ପାଳିକା କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଅନ୍ୟପଟେ ଏହାକୁ ଶାସକ ଦଳ ମଧ୍ୟ ବିରୋଧ କରିଛି ।

କଳିଙ୍ଗ ବାଲିଯାତ୍ରା ଆୟୋଜନରେ ଦୁର୍ନୀତିର ଗନ୍ଧ

ଦଳ ପକ୍ଷରୁ ମଙ୍ଗଳବାର ଶୋଭାଯାତ୍ରା କରାଯାଇଥିଲା । ବାଲିଯାତ୍ରା ପାଇଁ ଟେଣ୍ଡର ହେବା ପୂର୍ବରୁ 50 ପ୍ରତିଶତ କାମ କିପରି କାମ ସରିଲା ବୋଲି ବିଜେପି ପ୍ରଶ୍ନ କରିଛି । ଏନେଇ ଦଳ ଜିଲ୍ଲାପାଳଙ୍କ ସ୍ପଷ୍ଟୀକରଣ ଦାବି କରିବା ସହ ଥାନାରେ ମାମଲା ମଧ୍ୟ ଦେଇଛି । ଅନ୍ୟପଟେ ଏହି ପ୍ରସଙ୍ଗରେ ଜିଲ୍ଲାପାଳଙ୍କ କିମ୍ବା ପୌରପାଳିକା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ପାରାଦୀପ କଳିଙ୍ଗ ବାଲିଯାତ୍ରା କୁ ନେଇ ବିବାଦ ଦେଖାଦେଇଛି।ବାଲିଯାତ୍ରା ଆୟୋଜନରେ ଦୂର୍ନିତୀ ଅଭିଯୋଗ ଆସିବାପରେ ହଟଚମଟ ସୃଷ୍ଟି ହୋଇଛି।ଏହାକୁ ନେଇ ବିଜେପି ୫ ଦିନ ହେବ ପୌରକାର୍ଯ୍ୟାଳୟ ସମୁଖରେ ଧାରଣାରେ ବସିଛି। ଅପର ପଖ୍ୟରେ ବିଜେଡି ମଧ୍ୟ ଏହାକୁ ବିରୋଧ କରି ସୋଭାଯାତ୍ରା କରିଛି। ବିଜେପି ଅଭିଯୋଗ କରିଛି ବାଲିଯାତ୍ରାରେ ଟେଣ୍ଟର ପୁର୍ବରୁ ୫୦ ରୁ ୮୦ ପ୍ରତିସତ କାମ କିପରି ସରିଲା ଏହାର ସ୍ପଷ୍ଟିକରଣ ଜିଲାପାଳ ଦେବାକୁ ଦାବୀ କରିଛି। କଳିଙ୍ଗ ବାଲିଯାତ୍ରାରେ ଅନିଅ ମିତତା କୁନେଇ ଥାନାରେ ଅଭିଯୋଗ ହୋଇଛି।ଏ ସମ୍ପର୍କରେ ଜିଲାପାଳ କିମ୍ବା ପାରାଦୀପ ପୌରପାଳିକା ର ପ୍ରତିକ୍ରିୟା ମିଳିପାରି ନାହିଁ।Body:Formant AVO Conclusion:Report Susanta patra Jagatsinghpur
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.