ETV Bharat / state

ଜଗତସିଂହପୁରରେ ଖସୁଛି ସଂକ୍ରମଣ, ଆଶ୍ବସ୍ତ ଜିଲ୍ଲାବାସୀ

author img

By

Published : Dec 3, 2020, 7:55 AM IST

ଦିନକୁ ଦିନ ଜଗତସିଂହପୁର ଜିଲ୍ଲାରେ କୋରୋନା ମାମଲା ହ୍ରାସ ପାଉଛି । ଯାହା ଜିଲ୍ଲାବାସୀଙ୍କ ସହ ପ୍ରଶାସନ ପାଇଁ ଏକ ଆଶ୍ବସ୍ତିକର ଖବର । ଅଧିକ ପଢନ୍ତୁ...

ଜଗତସିଂହପୁରରେ ଖସୁଛି ସଂକ୍ରମଣ,
ଜଗତସିଂହପୁରରେ ଖସୁଛି ସଂକ୍ରମଣ,

ଜଗତସିଂହପୁର:ଦିନକୁ ଦିନ ଜଗତସିଂହପୁର ଜିଲ୍ଲାରେ କୋରୋନା ମାମଲା ହ୍ରାସ ପାଉଛି । ଯାହା ଜିଲ୍ଲାବାସୀଙ୍କ ସହ ପ୍ରଶାସନ ପାଇଁ ଏକ ଆଶ୍ବସ୍ତିକର ଖବର । ଗତ 25 ତାରିଖରୁ ଏବେସୁଦ୍ଧାରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 19 ମଧ୍ୟରେ ସୀମିତ ରହିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଖ୍ୟା 8 ହଜାର 8ଶହ 83ରେ ପହଞ୍ଚିଛି ।

ଜଗତସିଂହପୁରରେ ଖସୁଛି ସଂକ୍ରମଣ,

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 8634 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 217 ଜଣ ଏବେବି ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହାଛଡା ଜିଲ୍ଲାରେ ମାରାତ୍ମକ କୋରୋନା କାରଣରୁ 32 ଜଣ ପ୍ରାଣ ହରାଇଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.