ETV Bharat / state

ବଳଦେବଜୀଉ ମନ୍ଦିରରେ ଜଗତସିଂହପୁର ଜିଲ୍ଲାପାଳଙ୍କ ରାଜ୍ୟାଭିଷେକ

ଜଗତସିଂହପୁର ବଳଦେବଜୀଉ ମନ୍ଦିରରେ ରବିବାର ରାଜାଭିଷେକ ନୀତି ଅନୁଷ୍ଠିତ ହୋଇଛି। ଏଥିରେ ଠାକୁର ରାଜା ଭାବେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଅଭିଷିକ୍ତ କରାଯାଇଥିଲା। ଅଧିକ ପଢନ୍ତୁ..

ରାଜା ଭାବେ ଜିଲ୍ଲାପାଳ ହେଲେ ଅଭିଷିକ୍ତ
ରାଜା ଭାବେ ଜିଲ୍ଲାପାଳ ହେଲେ ଅଭିଷିକ୍ତ
author img

By

Published : Jan 12, 2020, 6:50 PM IST

ଜଗତସିଂହପୁର: ଜିଲ୍ଲାର ସିଦ୍ଧଳ ସ୍ଥିତ ପ୍ରସିଦ୍ଧ ସିଧ୍ୟ ବଳଦେବଜୀଉ ମନ୍ଦିରରେ ରବିବାର ରାଜାଭିଷେକ ନୀତି ଅନୁଷ୍ଠିତ ହୋଇଛି। ଏଥିରେ ଠାକୁର ରାଜା ଭାବେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଅଭିଷିକ୍ତ କରାଯାଇଥିଲା।

ରାଜା ଭାବେ ଜିଲ୍ଲାପାଳ ହେଲେ ଅଭିଷିକ୍ତ

ତେବେ କେଉଁ କାଳରୁ ଏହି ପରମ୍ପରା ଏଠାରେ ରହି ଆସିଛି। ଜିଲ୍ଲାର ଜିଲ୍ଲାପାଳ ଭାବେ ଯେଉଁ ଅଧିକାରୀ ରହିବେ ତାଙ୍କୁ ଏହି ଠାକୁର ରାଜା ଭାବେ ନୀତି ସମାପନ କରିବାର ସୁଯୋଗ ମିଳିଥାଏ। ଏହିନୀତି ଅନୁସାରେ ରବିବାର ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଓ ତାଙ୍କ ପତ୍ନୀଙ୍କୁ ଅଭିଷିକ୍ତ କରାଯାଇଥିଲା। ଯାହାକୁ ଦେଖିବା ପାଇଁ ଜିଲ୍ଲାର ହଜାର ହଜାର ଲୋକେ ମନ୍ଦିର ପରିସରରେ ଭିଡ ଜମାଇଥିଲେ।

ସୂଚନାଯୋଗ୍ୟ, ଏହି ମନ୍ଦିର ପରମ୍ପରା ଅନୁସାରେ ଜିଲ୍ଲାପାଳଙ୍କ ଦ୍ଵାରା ରଥଯାତ୍ରା ସମୟରେ ଛେରାପହଁରା ସେବା କରାଯିବା ସହିତ ପୁଷ୍ୟପୂର୍ଣ୍ଣିମା ଦିନ ରାଜ୍ୟାଭିଷେକ ସେବା ସମ୍ପାଦନ କରିବାର ବିଧି ରହିଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲ୍ଲାର ସିଦ୍ଧଳ ସ୍ଥିତ ପ୍ରସିଦ୍ଧ ସିଧ୍ୟ ବଳଦେବଜୀଉ ମନ୍ଦିରରେ ଆଜି ରାଜାଭିଷେକ ନୀତି ଅନୁଷ୍ଠିତ ହୋଇଛି।ଏଥିରେ ଠାକୁର ରାଜା ଭାବେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଙ୍କୁ ଅଭିଷିକ୍ତ କରାଯାଇ ଥିଲା।କେଉଁ କାଳରୁ ଏହି ପରମ୍ପରା ଏଠାରେ ରହି ଆସିଛି। ଜିଲାର ଜିଲାପାଳ ଭାବେ ଯେଉଁ ଅଧିକାରୀ ରହିବେ ତାଙ୍କୁ ଏହି ଠାକୁର ରାଜା ଭାବେ ନୀତି ସମାପନ କରିବାର ସୁଯୋଗ ମିଳିଥାଏ।ଆଜି ଏହିନୀତି ଜଗତସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଓ ତାଙ୍କ ପତ୍ନୀ ଙ୍କୁ ଅଭିଷିକ୍ତ କରାଯାଇ ଥିଲା। ଏହାକୁ ଦେଖିବା ପାଇଁ ଜିଲାର ହଜାର ହଜାର ଲୋକେ ମନ୍ଦିର ପରିସରରେ ଭିଡ ଜମାଇ ଥିଲେ।ସୂଚନାଯୋଗ୍ୟ ଯେ ଅହି ମନ୍ଦିର ପରମ୍ପରା ଅନୁସାରେ ଜିଲାପାଳ ଙ୍କ ଦ୍ଵାରା ରଥ ଯାତ୍ରା ସମୟରେ ଛେରାପହଁରା ସେବା କରାଯିବା ସହିତ ପୁଷ୍ୟପୂର୍ଣ୍ଣିମା ଦିନ ରାଜ୍ୟାଭିଷେକ ସେବା ସମ୍ପାଦନ କରିବାର ବିଧି ରହିଛି

Body:byt_ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର।
byt_ କାଳି କିଙ୍କର ଆଚାର୍ଯ୍ୟ। ମନ୍ଦିର ଟ୍ରଷ୍ଟି,

Conclusion:report susanta Kumar patra
jagatsinghpur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.