ETV Bharat / state

ଜଗତସିଂହପୁରବାସୀଙ୍କୁ ସିଏଏ ସମ୍ପର୍କରେ ସଚେତନ କଲେ ଲେଖାଶ୍ରୀ - ସିଏଏ ସମ୍ପର୍କରେ ସଚେତନ

ଜଗସିଂହପୁରରେ ସିଏଏ ସମ୍ପର୍କରେ ଜାଗରଣ ସୃଷ୍ଟି ପାଇଁ ଜାଗରଣ ଅଭିଯାନ ଆରମ୍ଭ ହୋଇଛି । ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ଯୋଗଦେଇ ଲୋକଙ୍କୁ ସିଏଏ ସମ୍ପର୍କରେ ସଚେତନ କରିଥିଲେ ।

CAA support campaign
ଜଗତସିଂହପୁରବାସୀଙ୍କୁ ସିଏଏ ସମ୍ପର୍କରେ ସଚେତନ କଲେ ଲେଖାଶ୍ରୀ
author img

By

Published : Jan 5, 2020, 10:07 PM IST

ଜଗତସିଂହପୁର: ସିଏଏ ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ ପାଇଁ ବିଜେପି ଆରମ୍ଭ କରିଛି ଜନଜାଗରଣ ଅଭିଯାନ । ସାରାଦେଶରେ ଅଭିଯାନ କରାଯାଉଥିବା ବେଳେ ସେହି ପରିପ୍ରେକ୍ଷୀରେ ଜଗତସିଂହପୁରରେ ଅନୁଷ୍ଠିତ ହୋଇଛି ବୁଦ୍ଧିଜୀବୀ ସମ୍ମିଳନୀ ।

ଜଗତସିଂହପୁରବାସୀଙ୍କୁ ସିଏଏ ସମ୍ପର୍କରେ ସଚେତନ କଲେ ଲେଖାଶ୍ରୀ

ଏଥିରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ଓ ରାଜ୍ୟ ବିଜେପି ଉପସଭାପତି ରମା ରଞ୍ଜନ ବଳିୟାର ସିଂ ପ୍ରମୁଖ ଯୋଗ ଦେଇଥିଲେ । ବିରୋଧୀ କଂଗ୍ରେସ ଓ ବାମଦଳ ନାଗରିକତା ସଂଶୋଧନ ଆଇନକୁ ନେଇ ଅପପ୍ରଚାର ଚଳାଇଥିବା ସେମାନେ କହିଛନ୍ତି ।

ଏହା ବିରୋଧରେ ଆଗାମୀ ଦିନରେ ରାଜ୍ୟ ବିଜେପି କର୍ମକର୍ତ୍ତା ରାଜ୍ୟର 10 ହଜାର ପରିବାରର ଏକ କୋଟି ଲୋକଙ୍କୁ ଭେଟି ଆଇନ ସମ୍ପର୍କରେ ଅବଗତ କରାଇବ ବୋଲି ଲେଖାଶ୍ରୀ କହିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲା ବିଜେପି ପକ୍ଷରୁ ନଗରିକତା ସଂଶୋଧନ ଆଇନ କୁ ନେଇ ଏକ ବୁଦ୍ଧିଜୀବୀ ସମିଳନୀ ଆଜି ଅପରାହ୍ନ ରେ ଅନୁଷ୍ଠିତ ହୋଇଥିଲା।ଏଥିରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର, ରାଜ୍ୟ ବିଜେପି ଉପସଭାପତି ରମା ରଞ୍ଜନ ବଳିୟାର ସିଂ,ଯୋଗଦେଇ ଦେଶରେ ବିରୋଧୀ କଂଗ୍ରେସ ଓ ବାମଦଳ ନଗରିକତା ସଂଶୋଧନ ଆଇନ 2019 କୁ ନେଇ ଅପ ପ୍ରଚାର ଚଳାଇଥିବା ସେ କହିଥିଲେ।ଏହା ବିରୋଧରେ ଆଗାମୀ ଦିନରେ ରାଜ୍ୟ ବିଜେପି କର୍ମକର୍ତ୍ତା ମାନେ ରାଜ୍ୟର 10 ହଜାର ପରିବାର ର ଏକ କୋଟି ଲୋକଙ୍କୁ ଭେଟି ଆଇନ ସମ୍ପର୍କ ରେ ଅବଗତ କରାଇବ ବୋଲି ସେ କହିଛନ୍ତି।ଏଥିରେ ଜିଲାବିଜେପି ର କର୍ମକର୍ତା ଓ ଜିଲ୍ଲାର ବୁଦ୍ଧିଜୀବୀ ନଗରିକତା ଆଇନି ସମ୍ପର୍କ ରେ ପ୍ରଶ୍ନ ପଚାରିଥିଲେ।

Body:byt_ ଲେଖାଶ୍ରୀ ସାମନ୍ତ ସିଂହାର, ବିଜେପି ସାଧାରଣ ସମ୍ପାଦିକା
ରମାରଞ୍ଜନ ବଳିୟାର ସିଂ,ରାଜ୍ୟ ବିଜେପି ଉପସଭାପତି

Conclusion:report_ susanta patra
jagatsinghpur
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.